କାହା ପାଇଁ ଭୋଗ, କାହା ପାଇଁ ନିଶା | Odisha Reporter
ଶିବ ମନ୍ଦିରରେ ନିଷିଦ୍ଧ ହେଲା ଗଞ୍ଜେଇ। ଚିଠି କଲା ସଂସ୍କୃତି ବିଭାଗ। ଶିବ ମନ୍ଦିରକୁ ଗଞ୍ଜେଇ ଆଣୁଛି କିଏ? କିଛି ଲୋକଙ୍କ ଯୁକ୍ତି, ଗଞ୍ଜେଇ ହେଉଛି ଭୋଗ। ତ୍ରିନାଥ ମେଳାରେ କଣ ହେବ? ପୂର୍ବରୁ ଶିବ ମନ୍ଦିରରେ ଗଞ୍ଜେଇ ଟାଣିବାକୁ ଅନୁମତି ଥିଲା କି?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
