Advertisment

ରାହା ଖୋଜୁଛନ୍ତି ପ୍ରଶାନ୍ତ

ଅଚଳ ହୋଇପଡିଛି ଶରୀର। ବର୍ଷ ବର୍ଷ ହେଲା ଘରର ଚାରି କାନ୍ଥ ଭିତରେ ଶୋଇ ରହୁଛନ୍ତି ସେ। ମେରୁଦଣ୍ଡ ସମସ୍ୟା ଯୋଗୁଁ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଯାଜପୁରର ରସୁଲପୁର ବ୍ଲକ ମଠସାହି ଗାଁର ପ୍ରଶାନ୍ତ କୁମାର ଦାସ।

author-image
Manoj Swain

ଅଚଳ ହୋଇପଡିଛି ଶରୀର। ବର୍ଷ ବର୍ଷ ହେଲା ଘରର ଚାରି କାନ୍ଥ ଭିତରେ ଶୋଇ ରହୁଛନ୍ତି ସେ। ମେରୁଦଣ୍ଡ ସମସ୍ୟା ଯୋଗୁଁ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଯାଜପୁରର ରସୁଲପୁର ବ୍ଲକ ମଠସାହି ଗାଁର ପ୍ରଶାନ୍ତ କୁମାର ଦାସ। ବଞ୍ଚିବା ଅତି କଷ୍ଟକର ହୋଇପଡ଼ିଛି। ମାଟି ଛପର ଘର ଭାଙ୍ଗିରୁଜି ଯାଇଥିବା ବେଳେ ରୋଜଗାର ନଥିବାରୁ ଘରେ ଚୁଲି ଜଳିବା ବି ସମ୍ଭବପର ହେଉନାହିଁ। ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି। ପାଖରେ ଟଙ୍କା ବି ନାହିଁ ଚିକିତ୍ସା ପାଇଁ।  

Advertisment
Jajpur Odisha Poverty