ଅଚଳ ହୋଇପଡିଛି ଶରୀର। ବର୍ଷ ବର୍ଷ ହେଲା ଘରର ଚାରି କାନ୍ଥ ଭିତରେ ଶୋଇ ରହୁଛନ୍ତି ସେ। ମେରୁଦଣ୍ଡ ସମସ୍ୟା ଯୋଗୁଁ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଯାଜପୁରର ରସୁଲପୁର ବ୍ଲକ ମଠସାହି ଗାଁର ପ୍ରଶାନ୍ତ କୁମାର ଦାସ। ବଞ୍ଚିବା ଅତି କଷ୍ଟକର ହୋଇପଡ଼ିଛି। ମାଟି ଛପର ଘର ଭାଙ୍ଗିରୁଜି ଯାଇଥିବା ବେଳେ ରୋଜଗାର ନଥିବାରୁ ଘରେ ଚୁଲି ଜଳିବା ବି ସମ୍ଭବପର ହେଉନାହିଁ। ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି। ପାଖରେ ଟଙ୍କା ବି ନାହିଁ ଚିକିତ୍ସା ପାଇଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ରୋଗୀଣା ସ୍ୱାମୀକୁ ବୋହି କେତେ ଆଉ ଚାଲିବି !
ସ୍ୱାମୀର ମୁଣ୍ଡକୁ ସ୍ତ୍ରୀ ଆଉଁସି ପକାଉଛି ,ଗୋଡ ହାତ ସବୁ ଘଷି ଦେଉଛି। ନିଜ ହାତରେ ସାହାରା ଦେଇ ସ୍ୱାମୀଙ୍କୁ ବାଟ ଦେଖାଉଛି। ଜୀବନ କେତେବେଳ କାହା ପାଇଁ କେମିତି କୌଣସି ପରିସ୍ଥିତିରେ କଣ ଘଟିବ ତାହା କେହି କହିପାରିବେ ନାହିଁ।
Odisha
କୁନ୍ତଳାଙ୍କ କାହାଣୀ ଶୁଣିଲେ ଝରିପଡ଼ିବ ଲୁହ
ଦିନେ ସ୍ୱାମୀ ଓ ଛଅଟି ସନ୍ତାନର ମାଆ ଭାବରେ ସୁଖର ଜୀବନ ଜିଉଁଥିଲେ କୁନ୍ତଳା । ନିଜର ପୁରିଲା ସଂସାରକୁ ନେଇ ସୁଖର ସ୍ୱପ୍ନ ଦେଖୁଥିବା କୁନ୍ତଲାଙ୍କ ସ୍ୱପ୍ନ କିନ୍ତୁ ଅଧାରେ ଭାଙ୍ଗିଗଲା।
Odisha
ଆଖିର ଲୁହ ବଖାଣୁଛି ଏମାନଙ୍କ କଷ୍ଟ
ସିନାପାଲି ବ୍ଲକ ନୂଆପଡ଼ା ଗ୍ରାମର ଏ ହେଉଛନ୍ତି ହେମଲତା ମାଝୀ। ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କର ଅଭାବି ସଂସାର। ଯାହା ହାତ ଧରି ଦିନେ ସବୁକିଛି ଛାଡ଼ି ପଳାଇ ଆସିଥିଲେ। ସେ ଯେ ଦିନେ ସବୁଦିନ ପାଇଁ ଏକାକରି ଚାଲିଯିବ ଏକଥା ସେ କେବେ କଲ୍ପନା କରିନଥିଲେ।