/odisha-reporter/media/post_attachments/uploads/2020/05/police.jpg)
police
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୦୨ ବ୍ୟାଚ୍ ଓଡ଼ିଶା କ୍ୟାଡ଼ର ଆଇପିଏସ୍ ପ୍ରବୀଣ କୁମାରଙ୍କୁ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଆଇଜି ପର୍ସନେଲ ଭାବେ ନିଯୁକ୍ତି ମିଳିଛି। ଶ୍ରୀ କୁମାର ହାଇଦ୍ରାବାଦରେ ଡିଆଇଜି (ଏନଆଇଏ) ଭାବେ କାର୍ଯ୍ୟ କରୁଥିଲେ। ରାଜ୍ୟ ସରକାର ତାଙ୍କୁ ନିକଟରେ ଆଇଜି ପାହ୍ୟାକୁ ପଦୋନ୍ନତି ଦେଇଥିଲେ। ସେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ କଟକ ଡିସିପି ଭାବେ କାର୍ଯ୍ୟ କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
