ରାସ୍ତାରେ ପିଲା ଜନ୍ମ କଲେ ମହିଳା

କଲ୍ୟାଣସିଂହପୁର(ମାଉଡି ବାରିକ): ପୁଣି ଜନନୀ ଯନ୍ତ୍ରଣା। ରାସ୍ତା ନାଥିବାରୁ ଗାଁକୁ ଯାଇପାରିଲା ନାହିଁ ଆମ୍ୱୁଲାନ୍ସ। ଭାରରେ ବୁହା ହୋଇ ମେଡ଼ିକାଲ୍‌ ଯାଉଥିବା ବେଳେ ରାସ୍ତାରେ ପ୍ରସବ କଲେ ଗର୍ଭବତୀ। ଆଜି ଏପରି ଘଟଣା ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଦିଲ୍ଲା କାଶୀପୁର ବ୍ଲକ ଅଞ୍ଚଳରେ ଘଟିଛି। ଏବେ ମାଆ ଓ ଛୁଅ ସୁସ୍ଥ ଥିବା ଜଣାପଡ଼ିଛି। ଆଜି ସକାଳେ ମାଇକଞ୍ଚ ପଞ୍ଚାୟତ ସିନ୍ଧିଗୁଡ଼ା ଗାଁ କୁନ୍ତଳା ଗୌଡ ଗର୍ଭ ଯନ୍ତ୍ରଣା ପାଇଥିଲେ। ବୋହୂକୁ ମେଡିକାଲ୍‌ ନେବା ପାଇଁ ପରିବାର […]

Kalyansingpur

Kalyansingpur

Manoranjan Sial
  • Published: Saturday, 30 October 2021
  • Updated: 30 October 2021, 04:20 PM IST

Sports

Latest News

କଲ୍ୟାଣସିଂହପୁର(ମାଉଡି ବାରିକ): ପୁଣି ଜନନୀ ଯନ୍ତ୍ରଣା। ରାସ୍ତା ନାଥିବାରୁ ଗାଁକୁ ଯାଇପାରିଲା ନାହିଁ ଆମ୍ୱୁଲାନ୍ସ। ଭାରରେ ବୁହା ହୋଇ ମେଡ଼ିକାଲ୍‌ ଯାଉଥିବା ବେଳେ ରାସ୍ତାରେ ପ୍ରସବ କଲେ ଗର୍ଭବତୀ। ଆଜି ଏପରି ଘଟଣା ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଦିଲ୍ଲା କାଶୀପୁର ବ୍ଲକ ଅଞ୍ଚଳରେ ଘଟିଛି। ଏବେ ମାଆ ଓ ଛୁଅ ସୁସ୍ଥ ଥିବା ଜଣାପଡ଼ିଛି।

ଆଜି ସକାଳେ ମାଇକଞ୍ଚ ପଞ୍ଚାୟତ ସିନ୍ଧିଗୁଡ଼ା ଗାଁ କୁନ୍ତଳା ଗୌଡ ଗର୍ଭ ଯନ୍ତ୍ରଣା ପାଇଥିଲେ। ବୋହୂକୁ ମେଡିକାଲ୍‌ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଫୋନ୍‌ ପାଇ ଆମ୍ବୁଲାନ୍ସ ଗାଁ ଅଭିମୁଖେ ବାହାରିଥିଲା। ମାତ୍ର ଗାଁକୁ ରାସ୍ତା ନାଥିବରୁ ଅଧା ବାଟରେ ଆମ୍ୱୁଲାନ୍ସ ଅଟକିଥିଲା।

ଶେଷରେ ପରିବାର ଲୋକେ ଓ ଆମ୍ୱୁଲାନ୍ସ କର୍ମଚାରୀମାନେ ଗର୍ଭବତୀଙ୍କୁ ଶିକାରେ ଭାର କରି ଆଣୁଥିଲେ। ଧକଡ୍‌ ଧକ୍‌ଡ ରାସ୍ତାରେ କିଛି ବାଟ ଗଲା ପରେ କୁନ୍ତଳାଙ୍କ ଗର୍ଭ ଯନ୍ତ୍ରଣା ବଢ଼ିଥିଲା। ପରେ ରାସ୍ତାରେ କୁନ୍ତଳା ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ତା’ପରେ ମାଆ ଓ ଛୁଆଙ୍କୁ ଉଦ୍ଧାର ଡଙ୍ଗାସିଲ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟଙ୍କ ଚିକିତ୍ସା ଚାଲିଛି। ଏବେ ମାଆ ଓ ଛୁଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି।

ଧିକ୍‌ ଏ ସମାଜ! ଦେଶ ସ୍ୱାଧୀନ ହେବାର ଏତେ ବର୍ଷ ପରେ ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଯେଉଁଥିପାଇଁ ଗାଁକୁ ଯାଇପାରୁ ନାହିଁ ଆମ୍ୱୁଲାନ୍ସ। ଆଉ ଭାରରେ ବୋହା ହୋଇ ମେଡିକାଲ ଆସୁଥିବା ବେଳେ ରାସ୍ତାରେ ପିଲା ଜନ୍ମ କଲେ ମହିଳା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story