Advertisment

‘ରଜ ପର୍ବ, ଆମ ପାଇଁ ଗର୍ବ’

'ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ।’ ପହିଲି ରଜ ପାଇଁ ଉତ୍ସବମୁଖର ପୁରପଲ୍ଲୀ। ଆଜି ରଜ ସଂକ୍ରାନ୍ତି। ଭୁବନେଶ୍ବର ପାନ୍ଥନିବାସରେ ଚାଲିଛି ରଜ ଉତ୍ସବ।

author-image
Manoj Swain
ଅଦ୍ୟତନ ହୋଇଛି

'ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ।’ ରଜ ପାଇଁ ଉତ୍ସବମୁଖର ପୁରପଲ୍ଲୀ। ଆଜି ରଜ ସଂକ୍ରାନ୍ତି। ଭୁବନେଶ୍ବର ପାନ୍ଥନିବାସରେ ଚାଲିଛି ରଜ ଉତ୍ସବ। 

Advertisment
Odisha Raja Festival