ତିତ୍‌ଲି ମୁକାବିଲା ପାଇଁ ପ୍ରସ୍ତୁତି

ପୁରୀ (ଓଡ଼ିଶା ରିପୋର୍ଟର): ଭୟଙ୍କର ରୂପ ନେଉଥିବା ବାତ୍ୟା ତିତ୍‌ଲିର ମୁକାବିଲା ପାଇଁ ପୁରୀ ପ୍ରଶାସନ ଜୋରସୋରରେ ପ୍ରସ୍ତୁତି ଚଳାଇଛି। କିପରି ତିତ୍‌ଲିର ମୁକାବିଲା କରାଯିବ ସେ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବାତ୍ୟା ମୁକାବିଲା ନେଇ ଆଲୋଚନା ହୋଇଛି। ବାତ୍ୟାର ପ୍ରକୋପ କମିବା ଯାଏ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ତଳିଆ ଅଞ୍ଚଳ […]

titli

titli

Rakesh Mallick
  • Published: Wednesday, 10 October 2018
  • Updated: 10 October 2018, 08:27 AM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଭୟଙ୍କର ରୂପ ନେଉଥିବା ବାତ୍ୟା ତିତ୍‌ଲିର ମୁକାବିଲା ପାଇଁ ପୁରୀ ପ୍ରଶାସନ ଜୋରସୋରରେ ପ୍ରସ୍ତୁତି ଚଳାଇଛି। କିପରି ତିତ୍‌ଲିର ମୁକାବିଲା କରାଯିବ ସେ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବାତ୍ୟା ମୁକାବିଲା ନେଇ ଆଲୋଚନା ହୋଇଛି। ବାତ୍ୟାର ପ୍ରକୋପ କମିବା ଯାଏ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ତଳିଆ ଅଞ୍ଚଳ ଲୋକଙ୍କୁ ତୁରନ୍ତ ପକ୍କା ଘର, ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଭିନ୍ନ ବ୍ଲକ୍‌ରେ ଶୁଖିଲା ଖାଦ୍ୟ ସାଙ୍ଗକୁ ପିଇବା ପାଣି ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story