Advertisment

ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କଲେ ରାଷ୍ଟ୍ରପତି

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର):ପାଇକ ବିଦ୍ରୋହକୁ ୨୦୦ ବର୍ଷ ପୁରିଛି। ଏହି ଅବସରରେ ଆଜି ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ସେ କହିଛନ୍ତି, ବରୁଣେଇ ହେଉଛି ବୀରଭୂମି। ପାଇକମାନେ ବହୁତ ସ୍ୱାଭିମାନୀ ଥିଲେ।  ଇଂରେଜମାନଙ୍କ ବିରୋଧରେ ଲଢ଼ିଥିଲେ। ପାଇକ ବିଦ୍ରୋହର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁଙ୍କ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି, ଇଂରେଜମାନେ ଏହି ବିପ୍ଲବକୁ ଦମନ କରିଥିଲେ ମଧ୍ୟ ପାଇକ ବିଦ୍ରୋହ ସ୍ମରଣୀୟ। ଏଥିସହ ସେ ମୁଖ୍ୟମନ୍ତ୍ରୀ ନବୀନ […]

author-image
Biswobandita Swain
ଅଦ୍ୟତନ ହୋଇଛି
ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କଲେ ରାଷ୍ଟ୍ରପତି

paika

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର):ପାଇକବିଦ୍ରୋହକୁ୨୦୦ବର୍ଷ ପୁରିଛି।ଏହି ଅବସରରେଆଜିଖୋର୍ଦ୍ଧାବରୁଣେଇରେପାଇକବିଦ୍ରୋହସ୍ମାରକୀରଶିଳାନ୍ୟାସକରିଛନ୍ତିରାଷ୍ଟ୍ରପତିରାମନାଥକୋବିନ୍ଦଏହିଅବସରରେସେକହିଛନ୍ତି, ବରୁଣେଇହେଉଛିବୀରଭୂମି।ପାଇକମାନେବହୁତସ୍ୱାଭିମାନୀଥିଲେ।  ଇଂରେଜମାନଙ୍କବିରୋଧରେଲଢ଼ିଥିଲେ।ପାଇକବିଦ୍ରୋହରନେତୃତ୍ୱନେଇଥିବାବକ୍ସିଜଗବନ୍ଧୁଙ୍କପ୍ରଶଂସା କରି ରାଷ୍ଟ୍ରପତିକହିଛନ୍ତି, ଇଂରେଜମାନେଏହିବିପ୍ଲବକୁଦମନକରିଥିଲେମଧ୍ୟପାଇକବିଦ୍ରୋହସ୍ମରଣୀୟ।

Advertisment

ଏଥିସହ ସେ ମୁଖ୍ୟମନ୍ତ୍ରୀନବୀନପଟ୍ଟନାୟକକେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ରପ୍ରଧାନଙ୍କୁ ପାଇକବିଦ୍ରୋହସ୍ମାରକୀରନିର୍ମାଣପାଇଁପ୍ରଶଂସା ମଧ୍ୟକରିଥିଲେ।ସେ ଆହୁରିକହିଛନ୍ତି, ଓଡ଼ିଶାହିଁଚଣ୍ଡାଶୋକକୁଧର୍ମାଶୋକରେପରିଣତକରିଥିଲା।  ଏହିଅବସରରେସେଉତ୍କଳମଣିଗୋପବନ୍ଧୁଦାସପୂର୍ବତନମୁଖ୍ୟମନ୍ତ୍ରୀବିଜୁପଟ୍ଟନାୟକଙ୍କଅବଦାନକୁମଧ୍ୟଉଲ୍ଲେଖକରିଥିଲେ।

ଆଜିରକାର୍ଯ୍ୟକ୍ରମରେରାଜ୍ୟପାଳଗଣେଶୀଲାଲ, ଆନ୍ଧ୍ରପ୍ରଦେଶରରାଜ୍ୟପାଳବିଶ୍ୱଭୂଷଣହରିଚନ୍ଦନ, ମୁଖ୍ୟମନ୍ତ୍ରୀନବୀନପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ରପ୍ରଧାନ, କେନ୍ଦ୍ରମନ୍ତ୍ରୀପ୍ରହ୍ଲାଦସିଂହପଟେଲପ୍ରମୁଖଉପସ୍ଥିତଥିଲେ

Advertisment