paika
ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର):ପାଇକବିଦ୍ରୋହକୁ୨୦୦ବର୍ଷ ପୁରିଛି।ଏହି ଅବସରରେଆଜିଖୋର୍ଦ୍ଧାବରୁଣେଇରେପାଇକବିଦ୍ରୋହସ୍ମାରକୀରଶିଳାନ୍ୟାସକରିଛନ୍ତିରାଷ୍ଟ୍ରପତିରାମନାଥକୋବିନ୍ଦ।ଏହିଅବସରରେସେକହିଛନ୍ତି, ବରୁଣେଇହେଉଛିବୀରଭୂମି।ପାଇକମାନେବହୁତସ୍ୱାଭିମାନୀଥିଲେ। ଇଂରେଜମାନଙ୍କବିରୋଧରେଲଢ଼ିଥିଲେ।ପାଇକବିଦ୍ରୋହରନେତୃତ୍ୱନେଇଥିବାବକ୍ସିଜଗବନ୍ଧୁଙ୍କପ୍ରଶଂସା କରି ରାଷ୍ଟ୍ରପତିକହିଛନ୍ତି, ଇଂରେଜମାନେଏହିବିପ୍ଲବକୁଦମନକରିଥିଲେମଧ୍ୟପାଇକବିଦ୍ରୋହସ୍ମରଣୀୟ।
ଏଥିସହ ସେ ମୁଖ୍ୟମନ୍ତ୍ରୀନବୀନପଟ୍ଟନାୟକଓକେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ରପ୍ରଧାନଙ୍କୁ ପାଇକବିଦ୍ରୋହସ୍ମାରକୀରନିର୍ମାଣପାଇଁପ୍ରଶଂସା ମଧ୍ୟକରିଥିଲେ।ସେ ଆହୁରିକହିଛନ୍ତି, ଓଡ଼ିଶାହିଁଚଣ୍ଡାଶୋକକୁଧର୍ମାଶୋକରେପରିଣତକରିଥିଲା। ଏହିଅବସରରେସେଉତ୍କଳମଣିଗୋପବନ୍ଧୁଦାସଓପୂର୍ବତନମୁଖ୍ୟମନ୍ତ୍ରୀବିଜୁପଟ୍ଟନାୟକଙ୍କଅବଦାନକୁମଧ୍ୟଉଲ୍ଲେଖକରିଥିଲେ।
ଆଜିରକାର୍ଯ୍ୟକ୍ରମରେରାଜ୍ୟପାଳଗଣେଶୀଲାଲ, ଆନ୍ଧ୍ରପ୍ରଦେଶରରାଜ୍ୟପାଳବିଶ୍ୱଭୂଷଣହରିଚନ୍ଦନ, ମୁଖ୍ୟମନ୍ତ୍ରୀନବୀନପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ରପ୍ରଧାନ, କେନ୍ଦ୍ରମନ୍ତ୍ରୀପ୍ରହ୍ଲାଦସିଂହପଟେଲପ୍ରମୁଖଉପସ୍ଥିତଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/12/paika.jpg)