ଖାଇବା ତେଲ କମ୍ପାନୀରେ ରାଷ୍ଟ୍ରପତିଙ୍କ ଫଟୋ, ଅନୁମତି ଦେଲା କିଏ?

କରଞ୍ଜିଆ(ଦୀପକ କୁମାର ମହନ୍ତ): ଖାଇବା ତେଲ କମ୍ପାନୀରେ ଦେଖିବାକୁ ମିଳିଛି ରାଷ୍ଟ୍ରପତିଙ୍କ ଫଟୋ । ରାଷ୍ଟ୍ରପତିଙ୍କ ଫଟୋ ଲଗାଇ ଶୁଭେଚ୍ଛା ଜଣାଉଛି  କମ୍ପାନୀ । ଆଉ ଏଭଳି ପୋଷ୍ଟରକୁ ସହର ସାରା ଗଳି ଗଳିରେ ଲଗାଯାଇଛି। ରାଷ୍ଟ୍ରପତି ଦେଶର ସାମ୍ବିଧାନିକ ମୁଖ୍ୟ ହୋଇଥିବା ବେଳେ ତାଙ୍କ ଫଟୋକୁ ନିଜ ବ୍ୟାନରରେ ଲଗାଇବାକୁ ସମ୍ପୃକ୍ତ କମ୍ପାନୀକୁ ଅନୁମତି ଦେଲା କିଏ?  ତୁରନ୍ତ ରାଷ୍ଟ୍ରପତିଙ୍କ ଫଟୋ ଥିବା ବ୍ୟାନରକୁ ହଟାଇବା ସହ ଉକ୍ତ କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି […]

pic

pic

Niharika Rout
  • Published: Friday, 09 December 2022
  • Updated: 09 December 2022, 03:14 PM IST

Sports

Latest News

କରଞ୍ଜିଆ(ଦୀପକ କୁମାର ମହନ୍ତ): ଖାଇବା ତେଲ କମ୍ପାନୀରେ ଦେଖିବାକୁ ମିଳିଛି ରାଷ୍ଟ୍ରପତିଙ୍କ ଫଟୋ । ରାଷ୍ଟ୍ରପତିଙ୍କ ଫଟୋ ଲଗାଇ ଶୁଭେଚ୍ଛା ଜଣାଉଛି  କମ୍ପାନୀ । ଆଉ ଏଭଳି ପୋଷ୍ଟରକୁ ସହର ସାରା ଗଳି ଗଳିରେ ଲଗାଯାଇଛି। ରାଷ୍ଟ୍ରପତି ଦେଶର ସାମ୍ବିଧାନିକ ମୁଖ୍ୟ ହୋଇଥିବା ବେଳେ ତାଙ୍କ ଫଟୋକୁ ନିଜ ବ୍ୟାନରରେ ଲଗାଇବାକୁ ସମ୍ପୃକ୍ତ କମ୍ପାନୀକୁ ଅନୁମତି ଦେଲା କିଏ?  ତୁରନ୍ତ ରାଷ୍ଟ୍ରପତିଙ୍କ ଫଟୋ ଥିବା ବ୍ୟାନରକୁ ହଟାଇବା ସହ ଉକ୍ତ କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜଣେ ମହିଳା ଆଇନଜୀବୀ। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଦେଖିବାକୁ ମିଳିଛି।

କରଞ୍ଜିଆ ସହରର ବିଭିନ୍ନ ସ୍ଥାନରେ ‘ରାନୀ’ ତେଲ ନାମକ କମ୍ପାନୀ ନିଜର ବ୍ୟାନର ଓ ହୋର୍ଡିଂ ଲଗାଇଛି। ହେଲେ ଉକ୍ତ ବ୍ୟାନର ଓ ହୋର୍ଡିଂରେ କମ୍ପାନୀ ପକ୍ଷରୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଫଟୋ ଲଗାଯାଇଛି।  ଏହାଦ୍ୱାରା ରାଷ୍ଟ୍ରପତିଙ୍କ ମାନସମ୍ମାନ ହାନୀ ହେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ।

[caption id="attachment_788041" align="aligncenter" width="650"]pic କରଞ୍ଜିଆ ଥାନାରେ ଦେଇଥିବା ଏତଲାର କପି ସହ ଯୁବ ଆଇନଜୀବୀ ।[/caption]

ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର ଝିଅ ହୋଇଥିବା ବେଳେ ଏବେ ଦେଶର ରାଷ୍ଟ୍ରପତି ପଦରେ ଅଭିଷିକ୍ତ ଅଛନ୍ତି। ତେଣୁ ବିନା ଅନୁମତିରେ ଏକ ଖାଇବା ତେଲ ବିଜ୍ଞାପଦରେ ତାଙ୍କ ଫଟୋର ବ୍ୟବହାର କେତେ ଦୂର ଯୁକ୍ତିଯୁକ୍ତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।  ରାଷ୍ଟ୍ରପତିଙ୍କ ଫଟୋ ସଂଲଗ୍ନ ବ୍ୟାନର ଲଗାଇବାକୁ କରଞ୍ଜିଆ ଏନଏସି କର୍ତ୍ତୃପକ୍ଷ କିପରି ଅନୁମତି ଦେଲେ, ତାହା ମଧ୍ୟ ସ୍ପଷ୍ଟ ହୋଇ ପାରି ନାହିଁ।

ଏନେଇ କରଞ୍ଜିଆ ବାର୍‌ ଆସୋସିଏଶନର ଯୁବ ଆଇନଜୀବୀ ଝରଣା ଦାସ କହିଛନ୍ତି,  ରାଷ୍ଟ୍ରପତିଙ୍କ ଫଟୋ ଥିବା ବିଜ୍ଞାପନକୁ  କିପରି କମ୍ପାନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ଲଗାଯାଇଛି। କରଞ୍ଜିଆ  ଏନଏସି କର୍ତ୍ତୃପକ୍ଷ  ଏଥିନିମନ୍ତେ କିପରି ଅନୁମତି ଦେଲେ। ଏହାଦ୍ୱାରା ରାଷ୍ଟ୍ରପତିଙ୍କ ମାନସମ୍ମାନ ଉପରେ ଆଞ୍ଚ ଆସିବାରୁ କମ୍ପାନୀର ମାଲିକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story