jail
Advertisment
ପାରଳାଖେମୁଣ୍ଡି(ଆଦର୍ଶ ଦାସ ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ମୃତ କଏଦୀଙ୍କ ନାଁ ଜୟପାଲ ସିଂ ଓ ତାଙ୍କ ଘର ହରିୟଣାରେ ବୋଲି ଜଣାପଡ଼ିଛି। ଜୟପାଲ ଗଞ୍ଜେଇ ଚାଲାଣ ମାମଲାରେ ଗତ ଅକ୍ଟୋବର ୧୬ ତାରିଖରୁ ଜେଲ୍ରେ ଥିଲେ।
Advertisment
ଆଜି ସକାଳେ ହଠାତ୍ ଅଚେତ୍ ହେବା ପରେ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ଦେଇଛନ୍ତି ଜେଲ୍ ଅଧିକ୍ଷକ ହନୁ ସେଠୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/jail-2.jpg)