ଗଡ଼ୁନି ଘରୋଇ ବସ୍‌: ଚିନ୍ତାରେ ଚାଳକ, କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବସ୍‌ ଟାୟାରରେ ହାଓ୍ୱା ନାହିଁ। ବଡିରେ ମାଡି ଗଲାଣି ଗଛଲତା। ମାସ ମାସ ଧରି ଚଳାଚଳ ନକରିବା କାରଣରୁ ଏଭଳି ଦୁଃସ୍ଥ ଅବସ୍ଥାରେ ପଡି ରହିଛି ରାଜ୍ୟର ହଜାର ହଜାର ଘରୋଇ ବସ୍।  କରୋନା ଅନ୍‌ଲକ ପରେ ସରକାର ଘରୋଇ ବସ ଚଳାଚଳ ଲାଗି ଅନୁମତି ଦେଇଛନ୍ତି। ହେଲେ ସ୍କୁଲ-କଲେଜ ବନ୍ଦ, ସହରବଜାର ବନ୍ଦ, ଏମିତିକି ପୂରା କାର୍ଯ୍ୟକ୍ଷମ ହୋଇନି ସରକାରୀ ଓ ଘରୋଇ ଅଫିସ। ଏଣୁ ଯାତ୍ରୀ ଆସିବେ କୁଆଡୁ। ତେଣେ ଲୋକଙ୍କ […]

privat-bus

privat-bus

Manoranjan Sial
  • Published: Friday, 21 August 2020
  • Updated: 21 August 2020, 09:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବସ୍‌ ଟାୟାରରେ ହାଓ୍ୱା ନାହିଁ। ବଡିରେ ମାଡି ଗଲାଣି ଗଛଲତା। ମାସ ମାସ ଧରି ଚଳାଚଳ ନକରିବା କାରଣରୁ ଏଭଳି ଦୁଃସ୍ଥ ଅବସ୍ଥାରେ ପଡି ରହିଛି ରାଜ୍ୟର ହଜାର ହଜାର ଘରୋଇ ବସ୍।  କରୋନା ଅନ୍‌ଲକ ପରେ ସରକାର ଘରୋଇ ବସ ଚଳାଚଳ ଲାଗି ଅନୁମତି ଦେଇଛନ୍ତି। ହେଲେ ସ୍କୁଲ-କଲେଜ ବନ୍ଦ, ସହରବଜାର ବନ୍ଦ, ଏମିତିକି ପୂରା କାର୍ଯ୍ୟକ୍ଷମ ହୋଇନି ସରକାରୀ ଓ ଘରୋଇ ଅଫିସ। ଏଣୁ ଯାତ୍ରୀ ଆସିବେ କୁଆଡୁ। ତେଣେ ଲୋକଙ୍କ ମନରୁ ଦୂର ହୋଇନି ମହାମାରୀ ଭୟ। କାମ ଥିଲେ ମଧ୍ୟ ଲୋକେ ସର୍ବସାଧାରଣ ବସ ଅପେକ୍ଷା ନିଜସ୍ୱ ବ୍ୟବସ୍ଥାକୁ ବେଶୀ ନିରାପଦ ମଣୁଛନ୍ତି। ଫଳରେ ସ୍ୱଳ୍ପ ଯାତ୍ରୀରେ ବସ ଗଡାଇବା ମାଲିକଙ୍କ ପାଇଁ ସମ୍ଭବ ହେଉନି। ଏପଟେ ବସ ଚାଲୁନଥିବାରୁ ମାଲିକଙ୍କ ଅବସ୍ଥା ଖରାପ। ତା’ଠୁ ଅଧିକ ଘାଇଲା ଡ୍ରାଇଭର ଓ ଅନ୍ୟ ବସ୍ କର୍ମଚାରୀଙ୍କ ଅବସ୍ଥା। ପରିବାରର ପେଟ ପୋଷିବା ସେମାନଙ୍କ ଲାଗି ମୁସ୍କିଲ ହୋଇପଡିଛି।

ଘରୋଇ ବସ୍ ମାଲିକ ସଂଘର କହିବାନୁଯାୟୀ, ରାଜ୍ୟରେ ଦୈନିକ ୧୪ ହଜାରରୁ ଅଧିକ ଘରୋଇ ବସ ଚଳାଚଳ କରିଥାଏ। କରୋନା କଟକଣା ହଟିଥିଲେ ମଧ୍ୟ ଏବେ ମାତ୍ର ୭ଶହରୁ ୮ଶହ ବସ୍ ଚାଲୁଛି। ଯାତ୍ରୀ ହେଉ ନ ଥିବାରୁ ଖର୍ଚ୍ଚ ବାବଦକୁ ଦୈନିକ ପାଖାପାଖି ୧୭ ହଜାର ଟଙ୍କା କ୍ଷତି ହେଉଥିବା ବସ୍ ମାଲିକ କହିଛନ୍ତି। ସେହିପରି ବହୁ ଦିନ ଧରି ନଚାଲିବା ଫଳରେ ବସ ଗୁଡିକ ମଧ୍ୟ ଖରାପ ହେବାକୁ ବସିଲାଣି। ଯାହାର ମରାମତି ଲାଗି ଅର୍ଥ ଆବଶ୍ୟକ। ତେଣୁ ସରକାର ବସ ମାଲିକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ ବୋଲି ରାଜ୍ୟ ଘରୋଇ ବସ ମାଲିକ ସଂଘ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story