Advertisment

ସିଡିଏ ସେକ୍ଟର-୭ରେ ଥିବା ଏକ ଘରୋଇ ହସ୍ପିଟାଲ୍ ବନ୍ଦ

କଟକ(ଓଡ଼ିଶା ରିପୋର୍ଟର):  କଟକ ସହରସ୍ଥିତ ସିଡିଏ ସେକ୍ଟର-୭ରେ ଥିବା ଏକ ଘରୋଇ ହସ୍ପିଟାଲକୁ ବନ୍ଦ କରି ଦିଆଯାଇଛି। ହସ୍ପିଟାଲର ସବୁ ଷ୍ଟାଫ୍‌ଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ମିଳିବା ଯାଏ ଏହା ବନ୍ଦ ରହି ବୋଲି କଟକ ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ହସ୍ପିଟାଲକୁ ଜଣେ କରୋନା ପଜିଟିଭ୍‌ ଚିକିତ୍ସା ପାଇଁ ଯାଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ,  କଟକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୫ ପହଞ୍ଚିଛି। ସେଥିମଧ୍ୟରୁ ୧୨୧ ଜଣ ବିଭିନ୍ନ […]

ସିଡିଏ ସେକ୍ଟର-୭ରେ ଥିବା ଏକ ଘରୋଇ ହସ୍ପିଟାଲ୍ ବନ୍ଦ

corona

Advertisment

କଟକ(ଓଡ଼ିଶା ରିପୋର୍ଟର):  କଟକ ସହରସ୍ଥିତ ସିଡିଏ ସେକ୍ଟର-୭ରେ ଥିବା ଏକ ଘରୋଇ ହସ୍ପିଟାଲକୁ ବନ୍ଦ କରି ଦିଆଯାଇଛି। ହସ୍ପିଟାଲର ସବୁ ଷ୍ଟାଫ୍‌ଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ମିଳିବା ଯାଏ ଏହା ବନ୍ଦ ରହି ବୋଲି କଟକ ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ହସ୍ପିଟାଲକୁ ଜଣେ କରୋନା ପଜିଟିଭ୍‌ ଚିକିତ୍ସା ପାଇଁ ଯାଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Advertisment

ସୂଚନାଯୋଗ୍ୟ,  କଟକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୫ ପହଞ୍ଚିଛି। ସେଥିମଧ୍ୟରୁ ୧୨୧ ଜଣ ବିଭିନ୍ନ କୋଭିଡ୍‌ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଥିସହ୪୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe