b7
Advertisment
ଭୁବନେଶ୍ୱର: ମହାପ୍ରଭୁଙ୍କ ଶ୍ରୀ ଲିଙ୍ଗରାଜଙ୍କ ପରମ୍ପରା ପୁଣି ଭାଙ୍ଗିଲା। ପୁଣି ଥରେ ଏ ବର୍ଷ ହୋଇ ପାରିଲା ନାହିଁ ମହାପ୍ରଭୁଙ୍କ ପ୍ରସିଦ୍ଧ ହାଣ୍ଡିଭଙ୍ଗା ଜାତ। ସେବାୟତ-ସେବାୟତ ଲାଗି ଠାକୁରଙ୍କ ନୀତି ଭାଙ୍ଗିଛି। ଶ୍ରୀ କପିଳନାଥଙ୍କ ସେବକ ଓ ଲିଙ୍ଗରାଜ ମହାପ୍ରଭୁଙ୍କ ସେବକଙ୍କ ମଧ୍ୟରେ ପୂର୍ବରୁ ରହିଥିବା ବିବାଦ ଯୋଗ ଠାକୁରଙ୍କ ନୀତି ଶୃଙ୍ଖଳିତ ହୋଇପାରୁ ନାହିଁ ବୋଲି କୁହାଯାଉଛି।
Advertisment
୨୦୧୫ରୁ ଠାକୁରଙ୍କ ହାଣ୍ଡିଭଙ୍ଗା ଯାତ୍ରା ହେଉ ନ ଥିବାରୁ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/03/b7.jpg)