Advertisment

ଡାକ୍ତରଖାନାରେ କଲବଲ ହେଉଛନ୍ତି ରୋଗୀ

ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଗରମରେ ଆଉଟପାଉଟ ରୋଗୀ ଓ ସମ୍ପର୍କିୟ। ୫ ମହଲା ବିଶିଷ୍ଟ ମାତୃତ୍ବ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଶତାଧିକ ଫ୍ୟାନ ମାସ ମାସ ଧରି ଅଚଳ।

author-image
Manoj Swain

ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଗରମରେ ଆଉଟପାଉଟ ରୋଗୀ ଓ ସମ୍ପର୍କିୟ। ୫ ମହଲା ବିଶିଷ୍ଟ ମାତୃତ୍ବ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଶତାଧିକ ଫ୍ୟାନ ମାସ ମାସ ଧରି ଅଚଳ। ଅସହ୍ୟ ତାତିରେ ଜନଜୀବନ ଅସବ୍ୟସ୍ତ ହେଉଥିବା ବେଳେ ଏଭଳି ସମୟରେ ରୋଗୀ ଗରମରେ ସଡି ସୁସ୍ଥ ହେବା ବଦଳରେ ହେଉଛନ୍ତି ଅସୁସ୍ଥ। 

Advertisment
Odisha Jajpur