ଭୋଟ୍ ଗଣତିରେ ତ୍ରୁଟି ଅଭିଯୋଗ, ଧାରଣାରେ ବସିଥିଲେ ସରପଞ୍ଚ ପ୍ରାର୍ଥୀ

ପିପିଲି (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା କଣାସ ବ୍ଲକ୍‌ରେ ଭୋଟ୍‌ ଗଣତିରେ ବିଭ୍ରାଟ ଅଭିଯୋଗ ଆସିଛି। ଏହାକୁ ନେଇ ଭୋଟ୍‌ ଗଣତି କେନ୍ଦ୍ର ସାମ୍ନାରେ ଧାରଣାରେ ବସିଛନ୍ତି କଣାସ ବ୍ଲକ ସାହୁପଡ଼ା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଦୁଷ୍ମନ୍ତ ମଙ୍ଗରାଜ। ତାଙ୍କ ସହିତ ତାଙ୍କ ସମର୍ଥକମାନେ ମଧ୍ୟ ଧାରଣାରେ ବସିଛନ୍ତି। ସେମାନେ ପୁନଃଗଣତି ଦାବି କରିଛନ୍ତି। ସେମାନଙ୍କୁ ପ୍ରଶାସନିକ ଅଧିକାରୀ ଓ ପୁଲିସ୍ ଅଧିକାରୀ ବୁଝାସୁଝା କରୁଛନ୍ତି।

protest

protest

Jitendra Garnayak
  • Published: Sunday, 27 February 2022
  • Updated: 27 February 2022, 01:35 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story