Advertisment

ଭୋଟ୍ ଗଣତିରେ ତ୍ରୁଟି ଅଭିଯୋଗ, ଧାରଣାରେ ବସିଥିଲେ ସରପଞ୍ଚ ପ୍ରାର୍ଥୀ

ପିପିଲି (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା କଣାସ ବ୍ଲକ୍‌ରେ ଭୋଟ୍‌ ଗଣତିରେ ବିଭ୍ରାଟ ଅଭିଯୋଗ ଆସିଛି। ଏହାକୁ ନେଇ ଭୋଟ୍‌ ଗଣତି କେନ୍ଦ୍ର ସାମ୍ନାରେ ଧାରଣାରେ ବସିଛନ୍ତି କଣାସ ବ୍ଲକ ସାହୁପଡ଼ା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଦୁଷ୍ମନ୍ତ ମଙ୍ଗରାଜ। ତାଙ୍କ ସହିତ ତାଙ୍କ ସମର୍ଥକମାନେ ମଧ୍ୟ ଧାରଣାରେ ବସିଛନ୍ତି। ସେମାନେ ପୁନଃଗଣତି ଦାବି କରିଛନ୍ତି। ସେମାନଙ୍କୁ ପ୍ରଶାସନିକ ଅଧିକାରୀ ଓ ପୁଲିସ୍ ଅଧିକାରୀ ବୁଝାସୁଝା କରୁଛନ୍ତି।

ଅଦ୍ୟତନ ହୋଇଛି
ଭୋଟ୍ ଗଣତିରେ ତ୍ରୁଟି ଅଭିଯୋଗ, ଧାରଣାରେ ବସିଥିଲେ ସରପଞ୍ଚ ପ୍ରାର୍ଥୀ

protest

Advertisment

ପିପିଲି (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା କଣାସ ବ୍ଲକ୍‌ରେ ଭୋଟ୍‌ ଗଣତିରେ ବିଭ୍ରାଟ ଅଭିଯୋଗ ଆସିଛି। ଏହାକୁ ନେଇ ଭୋଟ୍‌ ଗଣତି କେନ୍ଦ୍ର ସାମ୍ନାରେ ଧାରଣାରେ ବସିଛନ୍ତି କଣାସ ବ୍ଲକ ସାହୁପଡ଼ା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଦୁଷ୍ମନ୍ତ ମଙ୍ଗରାଜ। ତାଙ୍କ ସହିତ ତାଙ୍କ ସମର୍ଥକମାନେ ମଧ୍ୟ ଧାରଣାରେ ବସିଛନ୍ତି। ସେମାନେ ପୁନଃଗଣତି ଦାବି କରିଛନ୍ତି। ସେମାନଙ୍କୁ ପ୍ରଶାସନିକ ଅଧିକାରୀ ଓ ପୁଲିସ୍ ଅଧିକାରୀ ବୁଝାସୁଝା କରୁଛନ୍ତି।

Advertisment
Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe