ରାସ୍ତାକୁ ଓହ୍ଲାଇଲେ ମେସ୍କୋ ପ୍ଲାଣ୍ଟ କର୍ମଚାରୀ

ଯାଜପୁର(ଅଭୟ ପତି): ଛଅ ମାସର ବକେୟା ଦରମା ପ୍ରଦାନ, ବର୍ଷକର ଇପିଏଫ ଡିପୋଜିଟ, ପ୍ଲାଣ୍ଟକୁ ପୁନଃ ପ୍ରଚଳନ ଏବଂ ନୋ ୱାର୍କ ନୋ ପେ ଉଚ୍ଛେଦ ଦାବିରେ ଆଜି ରାସ୍ତାକୁ ଓହ୍ଲାଇଲେ  ମେସ୍କୋ ପ୍ଲାଣ୍ଟର କର୍ମଚାରୀ।  ମେସ୍କୋ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ ଶତାଧିକ କର୍ମଚାରୀ ଯାଜପୁର ଜିଲ୍ଲା ଦାନଗଦି- ଡୁବୁରୀ ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ଖୁବ୍‌ ଶୀଘ୍ର ସମସ୍ୟା ସମାଧାନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି। ଆଜି ସକାଳ ୭ଟାରୁ ଦୁଇ ଘଣ୍ଟା […]

jajpur

jajpur

Jyoshna Pradhan
  • Published: Friday, 05 June 2020
  • Updated: 05 June 2020, 11:40 AM IST

Sports

Latest News

ଯାଜପୁର(ଅଭୟ ପତି): ଛଅ ମାସର ବକେୟା ଦରମା ପ୍ରଦାନ, ବର୍ଷକର ଇପିଏଫ ଡିପୋଜିଟ, ପ୍ଲାଣ୍ଟକୁ ପୁନଃ ପ୍ରଚଳନ ଏବଂ ନୋ ୱାର୍କ ନୋ ପେ ଉଚ୍ଛେଦ ଦାବିରେ ଆଜି ରାସ୍ତାକୁ ଓହ୍ଲାଇଲେ  ମେସ୍କୋ ପ୍ଲାଣ୍ଟର କର୍ମଚାରୀ।  ମେସ୍କୋ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ ଶତାଧିକ କର୍ମଚାରୀ ଯାଜପୁର ଜିଲ୍ଲା ଦାନଗଦି- ଡୁବୁରୀ ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ଖୁବ୍‌ ଶୀଘ୍ର ସମସ୍ୟା ସମାଧାନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି।

ଆଜି ସକାଳ ୭ଟାରୁ ଦୁଇ ଘଣ୍ଟା ଧରି କର୍ମଚାରୀମାନେ ରାସ୍ତା ଅବରୋଧ କରିବା ଦ୍ୱାରା ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିଲା। ଘଟଣାସ୍ଥଳରେ କଳିଙ୍ଗ ନଗର ଅତିରିକ୍ତ ଏସ୍‌ପି ରାଜକିଶୋର ଦୋରା, ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଖୁବଶୀଘ୍ର ଏହାର ସମାଧାନ କରିବାକୁ ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଯଦି ଖୁବଶୀଘ୍ର ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଅଫିସ ଓ ବାସଭବନ ଘେରାଉ କରିବେ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି। ତେବେ କର୍ମଚାରୀ ମାନଙ୍କର ଛଅ ମାସର ଦରମା ବାକି ଥିବା ବେଳେ ଅଫିସରମାନଙ୍କର ଆଠ ମାସର ଦରମା ବାକି ଥିବା ଜଣା ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story