Advertisment

ଷ୍ଟେସନ୍‌ର ନାଁ ବଦଳାଇବାକୁ ଦାବି; ଅଟକାଇ ଦେଲେ ଟ୍ରେନ୍

[vc_row][vc_column][vc_video link=": ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ବୋଲଗଡ଼ ରୋଡ୍‌ ରେଳ ଷ୍ଟେସନର ନା ପରିବର୍ତ୍ତନ ନେଇ ସ୍ଥାନୀୟ ଲୋକଙ୍କ ରେଳରୋକ। ବୋଲଗଡ଼ ରୋଡ୍‌ ବଦଳରେ ଏହି ଷ୍ଟସେନ୍‌ର ନାଁ ମାଣିକାଗୋଡ଼ା କରିବାକୁ ଦାବି କରି ଆଜି ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ପାସେଞ୍ଜର ଟ୍ରେନ୍‌କୁ ଅଟକାଇ ଥିଲେ। ଏହା ସହ ରେଳଧାରଣା ଉପରେ ବସି ସ୍ଲୋଗାନ୍ ଦେଇଥିଲେ। ଫଳରେ ଦୀର୍ଘ ସମୟ ଧରି ସେଠାରେ ଟ୍ରେନ୍‌ଟି ଅଟକି ରହିଥିଲା। ଆଗାମୀ ଦିନରେ ଏହି ଷ୍ଟେସନର ନାଁ ପରିବର୍ତ୍ତନ ନ ହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।[/vc_column_text][/vc_column][/vc_row]

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe