Advertisment

ଆବାସ ଆକ୍ରୋଶ ଗିଳିବ ବିଜେଡି ଭୋଟ

ଆବାସକୁ ନେଇ ଏବେ ଅଡୁଆରେ ସରକାର। ଘରେ ସବୁଥାଇ ଯୋଗ୍ୟ ହୋଇଛନ୍ତି ହିତାଧିକାରୀ। ଯାହାର ଦରକାର ସେ ଆଜି ବାଦ୍ ପଡିଛି ତାଲିକାରୁ। ଗାଁ ଗାଁରେ ତାତିଲେଣି ଲୋକେ ଏଥର ଚଖାଇବେ ପାନେ। ହରଡ଼ଘଣାରେ ପଡିଛନ୍ତି ରାଜ୍ୟ ସରକାର। ଆବାସ ଆକ୍ରୋଶ କାଟିଦେବ କି ବିଜେଡି ଭୋଟ।

author-image
Debendra Prusty

Odisha Pm Awas