ଅଦ୍ୟତନ ହୋଇଛି
puri
Advertisment
ପୁରୀ:ପୁରୀ ଗଡ଼ନ୍ତି ଛକର ଏକ ଲଜ୍ ସାମ୍ନାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକ ଜଣକ ପୂରନ ବିଶ୍ୱାସ୍ ଓ ସେ ନଦିୟା ଅଞ୍ଚଳର ବୋଲି ଜଣାପଡିଛି। ସେ କାଳୀଚରଣ ଲଜରେ ରହୁଥିଲେ। ପୂରନ୍ ଏଠାରେ କିଛି ଦିନ ହେଲା ଫେରି ବ୍ୟବସାୟ କରୁଥିଲେ। ତାଙ୍କ ମୁଣ୍ଡରେ ଆଘାତର ଚିହ୍ନ ରହିଛି । ତାଙ୍କୁ ହତ୍କିୟା କରାଯାଇଥିବା ସନ୍ଦେହ କରାଯାଉଛି । ବାସେଳି ସାହି ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/puri2.jpg)