ପୁରୀ: ଦୀପାବଳି ଅବସରରେ ପୁରୀର ମା’ ଶ୍ୟାମାକାଳୀ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି। ଏଥିପାଇଁ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ମା’ଙ୍କୁ ମହାସ୍ନାନ କରାଯିବା ପରେ ଚଣ୍ଡୀପାଠ କରାଯାଇଥିଲା। ଗଜପତି ମହାରାଜ ଓ ତାଙ୍କ ରାଜଗୁରୁ ଶ୍ୟାମାକାଳୀଙ୍କୁ ଦର୍ଶନ କରିବେ। ପୁରୀ ବାଲିସାହିରେ ଥିବା ଶ୍ୟାମାକାଳୀଙ୍କ ପୀଠ ଶ୍ରୀନଅରର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠ ଭାବେ ଜଣାଶୁଣା।
ମା’ ଶ୍ୟାମାକାଳୀ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
ପୁରୀ: ଦୀପାବଳି ଅବସରରେ ପୁରୀର ମା’ ଶ୍ୟାମାକାଳୀ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି। ଏଥିପାଇଁ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ମା’ଙ୍କୁ ମହାସ୍ନାନ କରାଯିବା ପରେ ଚଣ୍ଡୀପାଠ କରାଯାଇଥିଲା। ଗଜପତି ମହାରାଜ ଓ ତାଙ୍କ ରାଜଗୁରୁ ଶ୍ୟାମାକାଳୀଙ୍କୁ ଦର୍ଶନ କରିବେ। ପୁରୀ ବାଲିସାହିରେ ଥିବା ଶ୍ୟାମାକାଳୀଙ୍କ ପୀଠ ଶ୍ରୀନଅରର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠ ଭାବେ ଜଣାଶୁଣା।
Advertisment
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us