Advertisment

ମେଘନାଦ ପାଚେରୀ ଚାରିପାଖରୁ ଉଠିବେ ଦୋକାନୀ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ସୁରକ୍ଷା ଲାଗି ମେଘନାଦ ପାଚେରୀ ଚାରିପାଖରୁ ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଉଚ୍ଛେଦ ହେବ। ମେଘନାଦ ପାଚେରୀକୁ ଲାଗି ରହିଛି ଜୋତା ଷ୍ଟାଣ୍ଡ, ମୋବାଇଲ ଷ୍ଟାଣ୍ଡ୍ ଓ ବିଭିନ୍ନ ଖଜା ଦୋକାନ। ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି ଏନଏସଜି।

ଜୋତାଷ୍ଟାଣ୍ଡ ଗୁଡ଼ିକୁ ସିଂହଦ୍ୱାର ଥାନା ପାଖକୁ ସ୍ଥାନାନ୍ତର କରାଯିବ ବୋଲି ପୁରୀ ଏସ୍‌ପି କହିଛନ୍ତି। ଶ୍ରୀମନ୍ଦିରର ସୁରକ୍ଷା ଲାଗି ପୋଲିସ ପ୍ରଶାସନର ଏଭଳି ପଦକ୍ଷେପକୁ ଭକ୍ତମାନେ ସ୍ୱାଗତ କରିଛନ୍ତି। ଉଚ୍ଛେଦ ପୂର୍ବରୁ ବ୍ୟବସାୟୀ ଓ ଦୋକାନୀଙ୍କ ଲାଗି ବିକଳ୍ପ ବ୍ୟବସ୍ଥା କରାଯିବା ଦରକାର ବୋଲି ବ୍ୟବସାୟୀ କହିଛନ୍ତି।

author-image
Ordigital Desk