ଲୋକନାଥ ମନ୍ଦିର ବେଢ଼ାରେ ପାଣି, ଭୁଶୁଡିଲା ପାର୍ବତୀ ସାଗର ପାଚେରୀ

<p>ପୁରୀ: ପୁରୀ ଜିଲ୍ଲା ଲୋକନାଥ ମନ୍ଦିରରେ ବର୍ଷା ପାଣି ପଶିଥିବାରୁ ଦର୍ଶନରେ ବାଧା ଉପୁଜିଛି। ବର୍ଷା ଯୋଗୁଁ ଲୋକନାଥ ମନ୍ଦିରର ପାର୍ବତୀ ସାଗର ପାଚେରୀ ଭୁଶୁଡି ପଡିଛି।&nbsp; ଲୋକ ଚଳପ୍ରଚଳ କରୁଥିବା ରାସ୍ତାର ବିପରୀତ ପାର୍ଶ୍ୱରେ ଏହି ପାଚେରୀ ଭାଙ୍ଗିଛି।</p> <p>ସେହିପରି ବସ୍&zwnj;ଷ୍ଟାଣ୍ଡ ସହ ଅନେକ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି। ପୁରୀରେ ୧୫୪ମିଲିମିଟର ବର୍ଷା ରେକର୍ଡ କରାଯାଇଛି।</p>

Ordigital Desk
  • Published: Friday, 20 October 2017
  • Updated: 20 October 2017, 12:13 PM IST

Sports

Latest News

<p>ପୁରୀ: ପୁରୀ ଜିଲ୍ଲା ଲୋକନାଥ ମନ୍ଦିରରେ ବର୍ଷା ପାଣି ପଶିଥିବାରୁ ଦର୍ଶନରେ ବାଧା ଉପୁଜିଛି। ବର୍ଷା ଯୋଗୁଁ ଲୋକନାଥ ମନ୍ଦିରର ପାର୍ବତୀ ସାଗର ପାଚେରୀ ଭୁଶୁଡି ପଡିଛି।&nbsp; ଲୋକ ଚଳପ୍ରଚଳ କରୁଥିବା ରାସ୍ତାର ବିପରୀତ ପାର୍ଶ୍ୱରେ ଏହି ପାଚେରୀ ଭାଙ୍ଗିଛି।</p><p>ସେହିପରି ବସ୍&zwnj;ଷ୍ଟାଣ୍ଡ ସହ ଅନେକ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି। ପୁରୀରେ ୧୫୪ମିଲିମିଟର ବର୍ଷା ରେକର୍ଡ କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos