Advertisment

ଲୋକନାଥ ମନ୍ଦିର ବେଢ଼ାରେ ପାଣି, ଭୁଶୁଡିଲା ପାର୍ବତୀ ସାଗର ପାଚେରୀ

ପୁରୀ: ପୁରୀ ଜିଲ୍ଲା ଲୋକନାଥ ମନ୍ଦିରରେ ବର୍ଷା ପାଣି ପଶିଥିବାରୁ ଦର୍ଶନରେ ବାଧା ଉପୁଜିଛି। ବର୍ଷା ଯୋଗୁଁ ଲୋକନାଥ ମନ୍ଦିରର ପାର୍ବତୀ ସାଗର ପାଚେରୀ ଭୁଶୁଡି ପଡିଛି।  ଲୋକ ଚଳପ୍ରଚଳ କରୁଥିବା ରାସ୍ତାର ବିପରୀତ ପାର୍ଶ୍ୱରେ ଏହି ପାଚେରୀ ଭାଙ୍ଗିଛି।

ସେହିପରି ବସ୍‌ଷ୍ଟାଣ୍ଡ ସହ ଅନେକ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି। ପୁରୀରେ ୧୫୪ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe