ଶନିବାରରୁ ବଡଦାଣ୍ତ ସେବା ଆରମ୍ଭ

ପୁରୀ(ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ଶନିବାର ଦିନ ବଡଦାଣ୍ତ ସେବା ଆରମ୍ଭ ହେବ । ପୁରୀ ସହର ଓ ପବିତ୍ର ବଡଦାଣ୍ତକୁ ସଫା ରଖିବା ପାଇଁ  ସ୍ୱେଚ୍ଛାକୃତ ଭାବେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପୁରୀବାସୀ ପର୍ଯ୍ୟଟକ ମାନଙ୍କୁ ଆହ୍ୱାନ  କରିଛନ୍ତି ।  ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଶନିବାର ସକାଳ ସାଢେ ୬ଟା ୩୦ରୁ ସାଢେ ୮ଟା୩୦ ପର୍ଯ୍ୟନ୍ତ ଜାରି ରହିବ ।  ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ମର୍ଚ୍ଚିକୋଟ, ମର୍ଚ୍ଚିକୋଟରୁ ମାର୍କେଟ ଛକ, ମାର୍କେଟ ଛକରୁ ଡାକ୍ତରଖାନା […]

Puri Temple

Puri Temple

Tapas Behera
  • Published: Saturday, 06 March 2021
  • Updated: 06 March 2021, 04:00 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ଶନିବାର ଦିନ ବଡଦାଣ୍ତ ସେବା ଆରମ୍ଭ ହେବ । ପୁରୀ ସହର ଓ ପବିତ୍ର ବଡଦାଣ୍ତକୁ ସଫା ରଖିବା ପାଇଁ  ସ୍ୱେଚ୍ଛାକୃତ ଭାବେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପୁରୀବାସୀ ପର୍ଯ୍ୟଟକ ମାନଙ୍କୁ ଆହ୍ୱାନ  କରିଛନ୍ତି ।  ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଶନିବାର ସକାଳ ସାଢେ ୬ଟା ୩୦ରୁ ସାଢେ ୮ଟା୩୦ ପର୍ଯ୍ୟନ୍ତ ଜାରି ରହିବ ।  ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ମର୍ଚ୍ଚିକୋଟ, ମର୍ଚ୍ଚିକୋଟରୁ ମାର୍କେଟ ଛକ, ମାର୍କେଟ ଛକରୁ ଡାକ୍ତରଖାନା ଛକ,ଡାକ୍ତରଖାନା ଛକରୁ ବଡଶଙ୍ଖ ଏବଂ  ବଡଶଙ୍ଖରୁ ଗୁଣ୍ତିଚା ମନ୍ଦିର ପର୍ଯ୍ୟନ୍ତ ଉକ୍ତ ୫ଟି ସ୍ଥାନରେ ଏହି ସେବା ଆରମ୍ଭ ହେବ । ଏଥିରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ହୋଟେଲ, ବସ, ଟ୍ରକ, ଅଟୋ, ବାଣିଜ୍ୟିକ ସଂଘ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦା ସାମିଲ ହୋଇ ସହଯୋଗ କରିବେ ।

ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବକ୍ତୃତା, ରଙ୍ଗୋଲି ଓ କୁଇଜ ଭଳି ପ୍ରତିଯୋଗିତା ହେବ ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ।  ପ୍ରାୟ ଦେଢ ହଜାର ବ୍ୟକ୍ତି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ଏବଂ ପରେ ଏହି ସଂଖ୍ୟାରେ ବୃଦ୍ଧି ହେବ ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ମଧ୍ୟ ଯୋଗଦେବେ । ଏଥିସହ ଏହିଦିନ ପ୍ଲାଷ୍ଟିକ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଏକ କିଲୋଗ୍ରାମରୁ ଅଧିକ ଓଜନର ପ୍ଲାଷ୍ଟିକ ଦେଉଥିବା ବ୍ୟକ୍ତିଙ୍କୁ ଗୋଟିଏ  ଟି- ସାର୍ଟ ହୋଟେଲ ଆସୋସିଏସନ୍ ଏବଂ ପୌରସଂସ୍ଥା ପକ୍ଷରୁ ପ୍ରଦାନ କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story