ନିଆଁରେ ଚାଲିଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ

ପୁରୀ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସମଙ୍ଗ ପଞ୍ଚାୟତର ରେବତୀ ରମଣ ଗାଁରେ ଝାମୁ ଯାତ୍ରାରେ ସେ ସାମିଲ ହୋଇଥିଲେ।

BJP's National Spokesperson Sambit patra PhotoOR

ସମ୍ବିତ୍ ପାତ୍ର

Niranjan Mishra
  • Published: Tuesday, 11 April 2023
  • Updated: 11 April 2023, 07:00 PM IST

ନିଆଁରେ ଚାଲିଲେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର। ପୁରୀ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସମଙ୍ଗ ପଞ୍ଚାୟତର ରେବତୀ ରମଣ ଗାଁରେ ଝାମୁ ଯାତ୍ରାରେ ସେ ସାମିଲ ହୋଇଥିଲେ। ଝାମୁଯାତ୍ରାରେ ଦଣ୍ଡ ପାଟୁଆ ଓ ମାନସିକଧାରୀ ଝାମୁ ନିଆଁରେ ଚାଲିବା ଭଳି ସେ ମଧ୍ୟ ଚାଲିଥିଲେ।

ପରେ ସେ ସ୍ଥାନୀୟ ଇଷ୍ଟଦେବୀ ଝାଡେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ସମ୍ବିତଙ୍କ ଏହି ନିଆଁରେ ଚାଲିବା ଘଟଣା ଅଲୋଚନାର ବିଷୟ ହୋଇଛି। ତେବେ ସେ କେଉଁ ମାନସିକ ରଖି ନିଆଁରେ ଚାଲିଥିଲେ ଜଣାପଡ଼ିନି।

Also Read

ସୂଚନା ଥାଉକି, ସମ୍ବିତ ଗତ ସାଧାରଣ ନିର୍ବାଚନରେ ପୁରୀ ନିର୍ବାଚନ ମଣ୍ଡଳୀରୁ ସାଂସଦ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ଆସନ୍ତା ସାଧାରଣ ନିର୍ବାଚନକୁ ଲକ୍ଷ୍ୟରେ ରଖି ସେ ଏବେ ଠାରୁ ଜନସମ୍ପର୍କ ବଢ଼ାଇବା ନିମନ୍ତେ ପୁରୀରେ ବୁଲାବୁଲି ଆରମ୍ଭ କରିଦେଇଛନ୍ତି। ତେଣୁ ସେ ଏଠାରୁ ପୁଣି ସାଂସଦ ନିମନ୍ତେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି। ତେବେ ଏନେଇ ତାଙ୍କ ମତାମତ ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story