ମା’-ଝିଅଙ୍କୁ ଘୋଷାଡ଼ିଲେ, ଗୋଇଠା ବିଧା ମାରିଲେ

କୋଣାର୍କ(ଓଡ଼ିଶା ରିପୋର୍ଟର) ଜମିଜମା ବିବାଦରୁ କଲେଜ ଛାତ୍ରୀ ଓ ତାଙ୍କ ମାଙ୍କୁ ଆକ୍ରମଣ ହୋଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଆଳସାହି ପଞ୍ଚାୟତ ପାଟସୁନ୍ଦରପୁର ଗାଁରେ ଏଭଳି ଏକ ଘଟଣାର ଭିଡିଓ ଭାଇରାଲ୍ ହୋଇଛି । ଗାଁର ଜଣେ ମହିଳାଙ୍କ ବାଡ଼ିରେ ଜବରଦଖଲ ପାଇଁ ଅନ୍ୟ ଜଣେ ବ୍ୟକ୍ତି ବାଡ଼ ବୁଜୁଥିବାବେଳେ, ମହିଳା ଓ ତାଙ୍କ ଝିଅ ପ୍ରତିବାଦ କରିଥିଲେ । ଏହାକୁ ନେଇ ବାଡ଼ ବୁଜୁଥିବା ବ୍ୟକ୍ତି ଜଣକ ମହିଳା ଓ ତାଙ୍କ ଝିଅଙ୍କୁ ଗାଁ […]

bnb

bnb

Tapas Behera
  • Published: Wednesday, 10 March 2021
  • Updated: 10 March 2021, 06:10 PM IST

କୋଣାର୍କ(ଓଡ଼ିଶା ରିପୋର୍ଟର) ଜମିଜମା ବିବାଦରୁ କଲେଜ ଛାତ୍ରୀ ଓ ତାଙ୍କ ମାଙ୍କୁ ଆକ୍ରମଣ ହୋଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଆଳସାହି ପଞ୍ଚାୟତ ପାଟସୁନ୍ଦରପୁର ଗାଁରେ ଏଭଳି ଏକ ଘଟଣାର ଭିଡିଓ ଭାଇରାଲ୍ ହୋଇଛି । ଗାଁର ଜଣେ ମହିଳାଙ୍କ ବାଡ଼ିରେ ଜବରଦଖଲ ପାଇଁ ଅନ୍ୟ ଜଣେ ବ୍ୟକ୍ତି ବାଡ଼ ବୁଜୁଥିବାବେଳେ, ମହିଳା ଓ ତାଙ୍କ ଝିଅ ପ୍ରତିବାଦ କରିଥିଲେ । ଏହାକୁ ନେଇ ବାଡ଼ ବୁଜୁଥିବା ବ୍ୟକ୍ତି ଜଣକ ମହିଳା ଓ ତାଙ୍କ ଝିଅଙ୍କୁ ଗାଁ ରାସ୍ତାରେ ଘୋଷାରି ଟାଣି ମାଡ଼ ମାରିଥିଲେ । ମହିଳା ଜଣକ କାକୁତି ମିନତି ହେଉଥିବାବେଳେ ବ୍ୟକ୍ତି ଜଣକ ତାଙ୍କୁ ଗୋଇଠା ବିଧା ମାରୁଥିବାର ଭିଡିଓ ଭାଇରାଲ୍ ହୋଇଛି । ପୂର୍ବରୁ ଉଭୟ ପରିବାରଙ୍କ ମଧ୍ୟରେ ଜମି ବିବାଦ ଥିବା ଯୋଗୁଁ ଏଭଳି ଆକ୍ରମଣ ହୋଇଥିବା ଜଣାପଡିଛି । ଉଭୟ ପକ୍ଷରୁ ଅସ୍ତରଙ୍ଗ ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଛି ।  ପରେ ପୁଲିସ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଘଟଣା ନେଇ ପୀଡ଼ିତା ଓ ପୁଲିସର ପ୍ରତିକ୍ରିୟା ମିଳି ପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story