ରଥଯାତ୍ରା ପାଇଁ ଡେରାଗଲା ୩ ରଥର ଚକ

ପୁରୀ (ଓଡ଼ିଶା ରିପୋର୍ଟର) ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଡେରାଗଲା ୩ ରଥର ଚକ । ରୀତିନୀତି ଅନୁଯାୟୀ ଆଜି ଭଉଁରୀ ତଥିରେ ତିନି ରଥର ଚକ ଅଖ ଡେରା ହୋଇଛି। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ରଥଖଳାରେ ୩ ରଥର ଚକ ଅଖ ଡେରା ହୋଇଛି । ୩ ରଥର ୬ଟି ଚକ ଡେରା ହେବା ସହ ଅନ୍ୟ ଚକ କାମ ମଧ୍ୟ ଜାରି ରହିଛି। ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥକାମ । କୋଭିଡ୍ କଟକଣା […]

tnm

tnm

Tapas Behera
  • Published: Thursday, 03 June 2021
  • Updated: 03 June 2021, 03:54 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର) ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଡେରାଗଲା ୩ ରଥର ଚକ । ରୀତିନୀତି ଅନୁଯାୟୀ ଆଜି ଭଉଁରୀ ତଥିରେ ତିନି ରଥର ଚକ ଅଖ ଡେରା ହୋଇଛି। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ରଥଖଳାରେ ୩ ରଥର ଚକ ଅଖ ଡେରା ହୋଇଛି । ୩ ରଥର ୬ଟି ଚକ ଡେରା ହେବା ସହ ଅନ୍ୟ ଚକ କାମ ମଧ୍ୟ ଜାରି ରହିଛି। ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥକାମ ।

କୋଭିଡ୍ କଟକଣା ଭିତରେ ରୀତିନୀତି ଅନୁଷ୍ଠିତ ହେଉଛି । ଆଜି ବାହାର ଚନ୍ଦନ ଚାପର ଶେଷ ଦିନ । ଭଉଁରୀ ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବଡଦାଣ୍ତ ଓ ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।

ମହାପ୍ରଭୁଙ୍କର ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନରେ ଭଉଁରୀ ଯାତ୍ରା ଅନୁଷ୍ଠିତ ହୋଇଥାଏ।  ପରମ୍ପରା ଅନୁଯାୟୀ ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ, ସମେତ ଅନ୍ୟ ଦେବାଦେବୀଙ୍କୁ ନେଇ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ଠାକୁରମାନେ ବିଜେ କରିଥାନ୍ତି  । ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ଚାପ ଖେଳିବା ପରେ ଶ୍ରୀମନ୍ଦିରକୁ ବାହୁଡିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story