ଶ୍ରୀମନ୍ଦିର ସମ୍ମୁଖରେ ସ୍ଥିତି ଅସମ୍ଭାଳ; ବାରିକେଡ ଭାଙ୍ଗି ଧସେଇ ପଶିଲେ ଭକ୍ତ

ପୁରୀ(ଓଡ଼ିଶା ରିପୋର୍ଟର):ଆଜି ଦୋଳପୂର୍ଣ୍ଣମୀ। ପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ସମ୍ମୁଖରେ ଜମିଥିଲା ଅସମ୍ଭବ ଭିଡ଼ । ବଡ଼ଦାଣ୍ଡରେ ଜମିଥିଲା ଜନ ସମୁଦ୍ର । ଲମ୍ବା ଲାଇନ୍‌ ସହ ଅସହ୍ୟ ତାପ ସହି ଘଣ୍ଟା ଘଣ୍ଟା ଛିଡ଼ା ହୋଇଥିବା ଭକ୍ତଙ୍କର ଶେଷରେ ହେଲା ଧୈର୍ଯ୍ୟଚ୍ୟୁତ । ପ୍ରଭୁଙ୍କୁ ଦେଖିବାକୁ ବାରିକେଡ ଭାଙ୍ଗି ଧସେଇ ପଶିଲେ ହଜାର ହଜାର ସଂଖ୍ୟାରେ ଭକ୍ତ ।  ଏଥିଯୋଗୁ ସିଂହଦ୍ୱାର ସମ୍ମୁଖରେ ସୃଷ୍ଟି ହେଲା ଦଳାଚକଟା ସ୍ଥିତି । ହେଲେ ସଙ୍ଗେ ସଙ୍ଗେ ପରିସ୍ଥିତିକୁ […]

puri

puri

Niharika Rout
  • Published: Friday, 18 March 2022
  • Updated: 18 March 2022, 12:15 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର):ଆଜି ଦୋଳପୂର୍ଣ୍ଣମୀ। ପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ସମ୍ମୁଖରେ ଜମିଥିଲା ଅସମ୍ଭବ ଭିଡ଼ । ବଡ଼ଦାଣ୍ଡରେ ଜମିଥିଲା ଜନ ସମୁଦ୍ର । ଲମ୍ବା ଲାଇନ୍‌ ସହ ଅସହ୍ୟ ତାପ ସହି ଘଣ୍ଟା ଘଣ୍ଟା ଛିଡ଼ା ହୋଇଥିବା ଭକ୍ତଙ୍କର ଶେଷରେ ହେଲା ଧୈର୍ଯ୍ୟଚ୍ୟୁତ । ପ୍ରଭୁଙ୍କୁ ଦେଖିବାକୁ ବାରିକେଡ ଭାଙ୍ଗି ଧସେଇ ପଶିଲେ ହଜାର ହଜାର ସଂଖ୍ୟାରେ ଭକ୍ତ ।  ଏଥିଯୋଗୁ ସିଂହଦ୍ୱାର ସମ୍ମୁଖରେ ସୃଷ୍ଟି ହେଲା ଦଳାଚକଟା ସ୍ଥିତି । ହେଲେ ସଙ୍ଗେ ସଙ୍ଗେ ପରିସ୍ଥିତିକୁ ନିୟନ୍ତ୍ରିତ କରାଯିବାରୁ କୌଣସି କ୍ଷୟକ୍ଷତି ଘଟି ନ ଥିବା ଜଣାଯାଇଛି।

ଆଜି ଦୋଳପୂର୍ଣ୍ଣମୀରେ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ପ୍ରଭୁ। ଜଗାକୁ  ଟିକେ ମନ ପୂରାଇ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଛୁଟିଛି ଭକ୍ତଙ୍କ ସୁଅ। ସିଂହଦ୍ୱାର ସମ୍ମୁଖରେ ଲାଗିଛି ଲମ୍ବା ଲାଇନ୍‌। ଶ୍ରୀମନ୍ଦିର ସମ୍ମୁଖରେ  ବାରିକେଡରେ ୩୦୦ରୁ ୪୦୦ ଫୁଟ ପର୍ଯ୍ୟନ୍ତ ଭିଡ଼ ହୋଇଥିବା ବେଳେ ବଡଦାଣ୍ଡରୁ ମାର୍କେଟ ଛକ ପର୍ଯ୍ୟନ୍ତ ମଧ୍ୟ ଜମିଛି ଭିଡ଼ ।  ଠାକୁରଙ୍କ ନୀତିକାନ୍ତି ଚାଲୁଥିବା ବେଳେ ଘଣ୍ଟା ଘଣ୍ଟା ବାହାରେ ଖରାରେ ଛିଡ଼ା ହୋଇଥିବା ଭକ୍ତଙ୍କର ଶେଷରେ ଧୈର୍ଯ୍ୟ ସୀମା ଲଘିଂଲା। ଅତିଷ୍ଠ ଭକ୍ତ ବାରିକେଡ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଲେ । ହେଲେ  ସଙ୍ଗେ ସଙ୍ଗେ ପରିସ୍ଥିତିକୁ ଆୟତ୍ତ କରାଯାଇଛି।

ଏବେ ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ବାହାରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବା ଅସହ୍ୟ ହୋଇପଡ଼ୁଛି। ଏହାବାଦ ଖରାଦିନେ ଆବଶ୍ୟକ ମୁତାବକ ପାଣି ଯୋଗାଇବା ନିମନ୍ତେ ସଠିକ୍‌ ବ୍ୟବସ୍ଥା ହୋଇ ନ ଥିବା ସହ ଠାକୁରଙ୍କ ନୀତିକାନ୍ତି ସମ୍ପର୍କରେ କିଛି ସୂଚନା ମିଳୁ ନାହଁ । ତେଣୁ ଆଜି ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା କହିଛନ୍ତି ବହୁ ଭକ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story