/odisha-reporter/media/post_attachments/uploads/2022/03/tehsildar.jpg)
tehsildar
ପିପିଲି (ଦ୍ୱିତିକୃଷ୍ଣ ପଟ୍ଟନାୟକ): ଜଣେ ମହିଳାଙ୍କୁ ଡେଲାଙ୍ଗ ତହସିଲଦାରଙ୍କ ଦୁର୍ବ୍ୟବହାର ଅଭିଯୋଗ ଆସିଛି। କୌଣସି ସମସ୍ୟାର ସମାଧାନ ପାଇଁ ଜଣେ ମହିଳା ଡେଲାଙ୍ଗ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ହେଲେ ତହସିଲଦାର ନିବେଦିତା ପରିଡ଼ା ଉକ୍ତ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।
Advertisment
ଏ ନେଇ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ମଧ୍ୟ ହୋଇଛି। ମହିଳା ଜଣଙ୍କ ଅଭିଯୋଗ କରିବାକୁ ଆସିଥିବା ବେଳେ ତହସିଲଦାର ତାଙ୍କ କଥା ନ ଶୁଣି ସେଠାରୁ ଚାଲିଯିବାକୁ କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି।
ତେବେ ଏ ନେଇ ତହସିଲଦାର ସଂପୃକ୍ତ ମହିଳାଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି। ମହିଳା ଜଣକ ପୂର୍ବରୁ ଅନେକ ଥର ଅଫିସକୁ ଆସି ଗାଳି ଗୁଲଜ କରିଥିବା ତହସିଲଦାର କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
