Advertisment

ମହିଳାଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର! ଭିଡିଓ ଭାଇରାଲ୍

ପିପିଲି (ଦ୍ୱିତିକୃଷ୍ଣ ପଟ୍ଟନାୟକ): ଜଣେ ମହିଳାଙ୍କୁ ଡେଲାଙ୍ଗ ତହସିଲଦାରଙ୍କ ଦୁର୍ବ୍ୟବହାର ଅଭିଯୋଗ ଆସିଛି। କୌଣସି ସମସ୍ୟାର ସମାଧାନ ପାଇଁ ଜଣେ ମହିଳା ଡେଲାଙ୍ଗ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ହେଲେ ତହସିଲଦାର ନିବେଦିତା ପରିଡ଼ା ଉକ୍ତ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ମଧ୍ୟ ହୋଇଛି। ମହିଳା ଜଣଙ୍କ ଅଭିଯୋଗ କରିବାକୁ ଆସିଥିବା ବେଳେ ତହସିଲଦାର ତାଙ୍କ କଥା ନ ଶୁଣି ସେଠାରୁ ଚାଲିଯିବାକୁ କହୁଥିବା ଭିଡିଓରେ ଶୁଣିବାକୁ […]

ମହିଳାଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର! ଭିଡିଓ ଭାଇରାଲ୍

tehsildar

Advertisment

ପିପିଲି (ଦ୍ୱିତିକୃଷ୍ଣ ପଟ୍ଟନାୟକ): ଜଣେ ମହିଳାଙ୍କୁ ଡେଲାଙ୍ଗ ତହସିଲଦାରଙ୍କ ଦୁର୍ବ୍ୟବହାର ଅଭିଯୋଗ ଆସିଛି। କୌଣସି ସମସ୍ୟାର ସମାଧାନ ପାଇଁ ଜଣେ ମହିଳା ଡେଲାଙ୍ଗ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ହେଲେ ତହସିଲଦାର ନିବେଦିତା ପରିଡ଼ା ଉକ୍ତ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

Advertisment

ଏ ନେଇ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ମଧ୍ୟ ହୋଇଛି। ମହିଳା ଜଣଙ୍କ ଅଭିଯୋଗ କରିବାକୁ ଆସିଥିବା ବେଳେ ତହସିଲଦାର ତାଙ୍କ କଥା ନ ଶୁଣି ସେଠାରୁ ଚାଲିଯିବାକୁ କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି।

ତେବେ ଏ ନେଇ ତହସିଲଦାର ସଂପୃକ୍ତ ମହିଳାଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି। ମହିଳା ଜଣକ ପୂର୍ବରୁ ଅନେକ ଥର ଅଫିସକୁ ଆସି ଗାଳି ଗୁଲଜ କରିଥିବା ତହସିଲଦାର କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe