ରାଗିଙ୍ଗ ପାଇଁ ଝୁଲିପଡିଲେ ମେଧାବୀ ଛାତ୍ରୀ ! | Odisha Reporter
ଜଣେ ମେଧାବୀ ଛାତ୍ରୀ ହୋଇ ବି କାହିଁକି ରୋଜାଲିନ ଏଭଳି ଚରମ ନିଷ୍ପତ୍ତି ନେଲେ? ସେପଟେ ଝିଅର ମୃତ୍ୟୁ ପରେ ସାଂଘାତିକ ଅଭିଯୋଗ କରିଛନ୍ତି ପରିବାରଲୋକେ। ରୋଜାଲିନ୍ ଜଣେ ମେଧାବୀ ଛାତ୍ରୀ ଥିଲେ। ୪ ଥର କ୍ୟାମ୍ପସ୍ ପାଇଁ ଚୟନ ବି ହୋଇଥିଲେ। ଏହାକୁ ନେଇ କଲେଜରେ କିଛି ସହପାଠୀ ତାଙ୍କୁ ହଇରାଣ କରୁଥିଲେ। ଏପରକି ଜଣେ ଛାତ୍ର ତାଙ୍କୁ ମାଡ଼ ମାରିଥିବା ବି ରୋଜାଲିନଙ୍କ ମାଆ ଅଭିଯୋଗ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
