ଦୌଡ଼ି ଆସି କ୍ୟାମେରାମ୍ୟାନ୍‌ଙ୍କୁ ତଳୁ ଉଠାଇଲେ ରାହୁଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ୍‌ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏକ ଅଭାବନୀୟ ଘଟଣା ଘଟିଥିଲା। ତାଙ୍କ ଭିଡିଓ ଉତ୍ତୋଳନ କରୁଥିବା ଜଣେ କ୍ୟାମେରାମ୍ୟାନ୍‌ ଅସାବଧାନତାରୁ ତଳେ ପଡି ଯାଇଥିଲେ। ଏହି ସମୟରେ ରାହୁଲଙ୍କୁ ଦଳୀୟ ନେତୃବୃନ୍ଦ ସ୍ୱାଗତ ଜଣାଉଥିଲେ। ହେଲେ କ୍ୟାମେରାମ୍ୟାନ୍‌ ପଡ଼ିଯିବା ଦେଖି ସେ ଦୌଡ଼ି ଆସିଥିଲେ ଓ ନିଜେ ସମ୍ପୃକ୍ତ କ୍ୟାମେରାମ୍ୟାନ୍‌ଙ୍କୁ ତଳୁ ଉଠାଇଥିଲେ।

rahul

Rakesh Mallick
  • Published: Friday, 25 January 2019
  • , Updated: 25 January 2019, 01:01 PM IST

Related story