ମଠରେ ନାଟ: ଆଧ୍ୟାତ୍ମିକ ଟ୍ରଷ୍ଟ ନାଁରେ ଖଣ୍ଡଗିରିରେ ଚାଲିଥିଲା ବେଆଇନ୍‌ ମଦ କାରବାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱଶାନ୍ତି ଆଧ୍ୟାତ୍ମିକ ଯୋଗାଶ୍ରମ ନାମରେ ବେଆଇନ୍‌ ମଦ କାରବାର ଚଳାଇଥିଲେ ଛୋଟୁ ବାବା ଓରଫ୍‌ ଶ୍ରୀ ବିଚିତ୍ରାନନ୍ଦ ଦାଶ ସରସ୍ୱତୀ ମହାରାଜ। ନିଜର କିଛି ବିହାରୀ ଆଉ ବଙ୍ଗାଳି ଭଣ୍ଡ ଶ୍ରଦ୍ଧାଳୁଙ୍କୁ ନେଇ ବାବାଙ୍କ ତଥାକଥିତ ଆଶ୍ରମରେ ଚାଲିଥିଲା ନକଲି ମଦ କାରବାର। ଯାହାର ସୁରାକ୍‌ ପାଇ ଆଜି ପୂର୍ବାହ୍ନରେ କଟକ ଅବକାରୀ ସ୍ୱତନ୍ତ୍ର ସ୍କ୍ୱାର୍ଡ ଆଶ୍ରମରେ ଚଢାଉ କରିଥିଲା। ଛୋଟୁ ବାବା ନାମରେ ଦୁର୍ବୃର୍ତ୍ତ ଦୀର୍ଘଦିନ ଧରି ଏଭଳି ବେଆଇନ୍‌ କାର୍ଯ୍ୟ ଚଳାଇଥିଲେ। […]

y7y7

y7y7

Mihir Pattnayak
  • Published: Tuesday, 26 March 2019
  • Updated: 26 March 2019, 06:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱଶାନ୍ତି ଆଧ୍ୟାତ୍ମିକ ଯୋଗାଶ୍ରମ ନାମରେ ବେଆଇନ୍‌ ମଦ କାରବାର ଚଳାଇଥିଲେ ଛୋଟୁ ବାବା ଓରଫ୍‌ ଶ୍ରୀ ବିଚିତ୍ରାନନ୍ଦ ଦାଶ ସରସ୍ୱତୀ ମହାରାଜ। ନିଜର କିଛି ବିହାରୀ ଆଉ ବଙ୍ଗାଳି ଭଣ୍ଡ ଶ୍ରଦ୍ଧାଳୁଙ୍କୁ ନେଇ ବାବାଙ୍କ ତଥାକଥିତ ଆଶ୍ରମରେ ଚାଲିଥିଲା ନକଲି ମଦ କାରବାର। ଯାହାର ସୁରାକ୍‌ ପାଇ ଆଜି ପୂର୍ବାହ୍ନରେ କଟକ ଅବକାରୀ ସ୍ୱତନ୍ତ୍ର ସ୍କ୍ୱାର୍ଡ ଆଶ୍ରମରେ ଚଢାଉ କରିଥିଲା। ଛୋଟୁ ବାବା ନାମରେ ଦୁର୍ବୃର୍ତ୍ତ ଦୀର୍ଘଦିନ ଧରି ଏଭଳି ବେଆଇନ୍‌ କାର୍ଯ୍ୟ ଚଳାଇଥିଲେ। ଏହି ଚଢାଉରେ ୧୦୦ ଲିଟର ନକଲି ମଦ ସହ ୨୦ ଲିଟର ରେକ୍ଟିଫାଏଡ୍‌ ସ୍ପିରିଟ୍‌ ଜବତ ହୋଇଛି। ପୁଲିସ୍‌ ୬ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଛୋଟୁ ବାବା ଫେରାର ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story