Advertisment

କାନ୍ଦିଲେ ରେଳମନ୍ତ୍ରୀ

କି ଦିନ କି ରାତି ନନଷ୍ଟପ୍ ପୁନରୁଦ୍ଧାର କାମ। ୫୧ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ। ଶେଷରେ ବାହାନଗା ଷ୍ଟେସନରେ ଗଡ଼ିଛି ଟ୍ରେନ। ସବୁକିଛି ସ୍ୱାଭାବିକ ଆଡ଼କୁ ଗତି କରୁଛି। କିନ୍ତୁ ଏତିକିରେ ସରିଯାଇନି ମୋ ଦାୟିତ୍ୱ। ଆହୁରି ଅନେକ ଦାୟିତ୍ୱ ବାକି ରହିଛି। ଏମିତି କହିଛନ୍ତି ରେଳ ମନ୍ତ୍ରୀ।

author-image
Debendra Prusty

କି ଦିନ କି ରାତି ନନଷ୍ଟପ୍ ପୁନରୁଦ୍ଧାର କାମ। ୫୧ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ। ଶେଷରେ ବାହାନଗା ଷ୍ଟେସନରେ ଗଡ଼ିଛି ଟ୍ରେନ। ସବୁକିଛି ସ୍ୱାଭାବିକ ଆଡ଼କୁ ଗତି କରୁଛି। କିନ୍ତୁ ଏତିକିରେ ସରିଯାଇନି ମୋ ଦାୟିତ୍ୱ। ଆହୁରି ଅନେକ ଦାୟିତ୍ୱ ବାକି ରହିଛି। ଏମିତି କହିଛନ୍ତି ରେଳ ମନ୍ତ୍ରୀ।

Advertisment
Odisha Train Accident Ashwini Vaishnav Train Tragedy Coromandel Express