Advertisment

ସତ କହିଲା ରେଲୱେ ବୋର୍ଡ

କେବଳ କରମଣ୍ଡଳ ଏକସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କରମଣ୍ଡଳ ଏକସପ୍ରେସ୍ ଘଣ୍ଟାପ୍ରତି ୧୨୮ କିଲୋମିଟର ବେଗରେ ଯାଇ ମାଲଗାଡ଼ିକୁ ଧକ୍କା ଦେଇଥିଲା। ଲୁହାପଥର ବୋଝେଇ ହୋଇଥିବା ମାଲଗାଡ଼ି ସେତେବେଳେ ଛିଡ଼ା ହୋଇଥିଲା। କରମଣ୍ଡଳ ଏକସପ୍ରେସ୍ ମାଲଗାଡ଼ିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା। ଏହି ଟ୍ରେନର ଲାଇନଚ୍ୟୁତ ବଗିଗୁଡ଼ିକ ଡାଉନ୍ ଲାଇନକୁ ପଳାଇ ଆସିଥିଲା ଏବଂ ୟଶୱନ୍ତପୁର ଏକସପ୍ରେସର ଶେଷ ଦୁଇଟି ବଗିକୁ ଧକ୍କା ଦେଇଥିଲା।

Odisha Train Accident Train Tragedy Coromandel Express
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe