ବେଙ୍ଗ ମୂତିଲେ ବି ସ୍କୁଲ୍ ଭିତରେ ପାଣି

ବଲାଙ୍ଗିର (ସସ୍ମିତା ସାହୁ): ସ୍କୁଲ ବାରଣ୍ଡାରେ ଲହଡ଼ି ମାରୁଛି ନର୍ଦ୍ଦମା ପାଣି। ଭିତରେ ଯିବା ଅାସିବା କରୁଛନ୍ତି ଛାତ୍ରଛାତ୍ରୀ। ଆଜି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ବଲାଙ୍ଗିର ସହରର ପତିତପାବନ ଏକାଡେମୀ ହାଇସ୍କୁଲରେ। ଅବଶ୍ୟ ଏ ବିଦ୍ୟାଳୟ ପାଇଁ ଏହା ନୂଆ କଥା ନୁହେଁ। ଦୀର୍ଘ ଚାରିବର୍ଷ ହେଲା ବର୍ଷା ବେଳେ ଏହି ସ୍କୁଲ ଭିତରେ ପାଣି ପଶିଯାଏ। ଏକ ନାଳ ମାଧ୍ୟମରେ ପାଣି ନିଷ୍କାସନ ପାଇଁ ବନ୍ଦୋବସ୍ତ କରାଯାଇଛି। କିନ୍ତୁ ମୁଖ୍ୟ ନାଳକୁ ସଫା କରାଯାଉ […]

blg

blg

Amaresh Biswal
  • Published: Monday, 20 August 2018
  • Updated: 20 August 2018, 02:03 PM IST

Sports

Latest News

ବଲାଙ୍ଗିର (ସସ୍ମିତା ସାହୁ): ସ୍କୁଲ ବାରଣ୍ଡାରେ ଲହଡ଼ି ମାରୁଛି ନର୍ଦ୍ଦମା ପାଣି। ଭିତରେ ଯିବା ଅାସିବା କରୁଛନ୍ତି ଛାତ୍ରଛାତ୍ରୀ। ଆଜି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ବଲାଙ୍ଗିର ସହରର ପତିତପାବନ ଏକାଡେମୀ ହାଇସ୍କୁଲରେ।

ଅବଶ୍ୟ ଏ ବିଦ୍ୟାଳୟ ପାଇଁ ଏହା ନୂଆ କଥା ନୁହେଁ। ଦୀର୍ଘ ଚାରିବର୍ଷ ହେଲା ବର୍ଷା ବେଳେ ଏହି ସ୍କୁଲ ଭିତରେ ପାଣି ପଶିଯାଏ। ଏକ ନାଳ ମାଧ୍ୟମରେ ପାଣି ନିଷ୍କାସନ ପାଇଁ ବନ୍ଦୋବସ୍ତ କରାଯାଇଛି। କିନ୍ତୁ ମୁଖ୍ୟ ନାଳକୁ ସଫା କରାଯାଉ ନଥିବାରୁ, ବର୍ଷା ପାଣି ବାହାରକୁ ଯାଇପାରୁ ନାହିଁ। ତା ବଦଳରେ ବାହାରର ନଳା ପାଣି ଭିତରକୁ ପଶି ଆସୁଛି।

ମଇଳା ପାଣିରେ ଯିବା ଅାସିବା କରି ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗର ଶିକାର ହେଉଛନ୍ତି। ଏହି ପୂରାତନ ହାଇସ୍କୁଲରେ ସହରର ଶହଶହ ଛାତ୍ର ପାଠ ପଢୁଛନ୍ତି। ସମସ୍ୟା ସଂପର୍କରେ ବାରମ୍ବାର ପୌରସଂସ୍ଥା ଓ ପୂର୍ତ୍ତବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନେଉନଥିବାର ଅଭିଯୋଗ କରିଛନ୍ତି ପ୍ରଧାନ ଶିକ୍ଷକ।

କେବଳ ସ୍କୁଲ ନୁହଁ, ବଲାଙ୍ଗିର ସହରର ବିଭିନ୍ନ ପଡ଼ାବାସୀ ମଧ୍ୟ ଜଳବନ୍ଦୀ ଜୀବନ ବିତାଉଛନ୍ତି। ବଲାଙ୍ଗିର ପୌର କାର୍ଯ୍ୟାଳୟଠାରୁ ମାତ୍ର ଦୁଇଶହ ମିଟର ଦୂରରେ ରହୁଥିବା ସୁବାସ ଚନ୍ଦ୍ର ସିଂହଙ୍କ ଘରେ ବର୍ଷାପାଣି ପଶିଥିବାରୁ, ତିନିଦିନ ହେଲା ସମସ୍ୟାରେ ରହିଛନ୍ତି। ମଟର ଲଗାଇ ପାଣିକୁ ନିଷ୍କାସନ ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ପାଣି ଶୁଖୁନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story