'ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ’…। କୁଆଁରୀ ଝିଅ ମାନେ ମଥାରେ ଟିପି ଟିପି ଚନ୍ଦନ ପିନ୍ଧି, ପାଦରେ ଅଳତା ତା ସାଙ୍ଗକୁ ହାତରେ ମେହେନ୍ଦି ଲଗାଇ ସଜେଇ ହେବେ। ଘରୁ ଆସିଲାଣି ପିଠାପଣାର ମହକ, ବସିଲାଣି ରଜପାନ, ଲାଗିଲାଣି ଦୋଳି, ଘରକୁ ଫେରିଲେଣି ପରଦେଶୀ, ସଜେଇ ହେଲେଣି ଝିଅବୋହୂ, ଗାଁ'ଠୁ ସହର ବଜାରରେ ଜମିଲାଣି ଭିଡ଼, ଆଉ ମାତ୍ର ଗୋଟିଏ ଦିନ ପରେ ରଜ, ଓଡ଼ିଆ ଘରର ପରମ୍ପରା, ଉତ୍କଳୀୟ ସଂସ୍କୃତିର ମହକ ଓ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ରଜ ପର୍ବକୁ ଖୁବ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି ସମସ୍ତେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
୮୧ ଶବ ପାଇଁ କେବେ କିଏ ଶୁଦ୍ଧି ହେବେ?
ବାହାନଗା ରେଳ ଦୁର୍ଘଟଣାକୁ ଏହା ମଧ୍ୟରେ ୧୦ ଦିନ ହୋଇଗଲାଣି। ହିନ୍ଦୁ ଶାସ୍ତ୍ର ଅନୁସାରେ ଅନେକ ମୃତକଙ୍କର ଶୁଦ୍ଧିକ୍ରିୟା ବି ହୋଇଗଲା। ହେଲେ ଏବେ ବି ନିଜ ଆତ୍ମୀୟଙ୍କ ମୃତ ଶରୀର ନେବା ପାଇଁ ଏମସ୍ରେ ଚକ୍କର କାଟି ଚାଲିଛନ୍ତି ଶିବକାନ୍ତ ରାୟଙ୍କ ଭଳି ଅନେକ ରକ୍ତ ସଂପର୍କୀୟ।
Odisha
‘ବିଜେଡିର ଗୋଷ୍ଠୀ ବିବାଦ ବଢୁଛି’
'ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେଡିର ଗୋଷ୍ଠୀ ବିବାଦ ବଢୁଛି’ କିଛି ଏଭଳି କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ
Odisha
ସହକାରୀ ଯନ୍ତ୍ରୀଙ୍କ ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ କାବା
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ତାଙ୍କର ଅନେକ ଅଚଳାଚଳ ସଂପତ୍ତି ଠାବ କରାଯାଇଛି।
Odisha
ମେୟରଙ୍କୁ ତାତ୍ସଲ୍ୟ କଲେ ଦେବାଶିଷ
କଟକରେ ଦୁଇ ବିଜେଡି ନେତା ମୁହାଁମୁହିଁ । ଶ୍ରେୟ ରାଜନୀତିରେ ସୁବାସ ବନାମ ଦେବାଶିଷ ଲଢେଇ। କାହା ପାଇଁ ହେଉଛି ପେଟାନାଳ ପୁନରୁଦ୍ଧାର । ପେଟାନାଳକୁ ନେଇ ଆରମ୍ଭ ହୋଇଛି ରାଜନୀତି ।