Advertisment

ବରଷକେ ଥରେ ଆସିଛି ରଜ

'ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ’

Advertisment

'ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ’…। କୁଆଁରୀ ଝିଅ ମାନେ ମଥାରେ ଟିପି ଟିପି ଚନ୍ଦନ ପିନ୍ଧି, ପାଦରେ ଅଳତା ତା ସାଙ୍ଗକୁ ହାତରେ ମେହେନ୍ଦି ଲଗାଇ ସଜେଇ ହେବେ। ଘରୁ ଆସିଲାଣି ପିଠାପଣାର ମହକ, ବସିଲାଣି ରଜପାନ, ଲାଗିଲାଣି ଦୋଳି, ଘରକୁ ଫେରିଲେଣି ପରଦେଶୀ, ସଜେଇ ହେଲେଣି ଝିଅବୋହୂ, ଗାଁ'ଠୁ ସହର ବଜାରରେ ଜମିଲାଣି ଭିଡ଼, ଆଉ ମାତ୍ର ଗୋଟିଏ ଦିନ ପରେ ରଜ, ଓଡ଼ିଆ ଘରର ପରମ୍ପରା, ଉତ୍କଳୀୟ ସଂସ୍କୃତିର ମହକ ଓ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ରଜ ପର୍ବକୁ ଖୁବ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି ସମସ୍ତେ। 

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe