Advertisment

ଗିରଫ ହେଲେ ରାଜେଶ ପଟ୍ଟନାୟକ

‘ଦ କେରଳ ଷ୍ଟୋରୀ’ ଫିଲ୍ମ ସ୍କ୍ରିନିଂ ସମୟରେ ଭୁବନେଶ୍ୱର ଏସ୍‌ପ୍ଲାନେଡ ମଲ୍‌ରେ ଗଣ୍ଡଗୋଳ ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି। ତାଙ୍କ ନାଁ ରାଜେଶ ପଟ୍ଟନାୟକ। ଗିରଫ ପରେ ପୁଲିସ ତାଙ୍କ କୋର୍ଟ ଚାଲାଣ କରିଛି। ସେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ଥିବା ଜଣାପଡ଼ିଛି।

author-image
Debendra Prusty

‘ଦ କେରଳ ଷ୍ଟୋରୀ’ ଫିଲ୍ମ ସ୍କ୍ରିନିଂ ସମୟରେ ଭୁବନେଶ୍ୱର ଏସ୍‌ପ୍ଲାନେଡ ମଲ୍‌ରେ ଗଣ୍ଡଗୋଳ ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି। ତାଙ୍କ ନାଁ ରାଜେଶ ପଟ୍ଟନାୟକ। ଗିରଫ ପରେ ପୁଲିସ ତାଙ୍କ କୋର୍ଟ ଚାଲାଣ କରିଛି। ସେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ଥିବା ଜଣାପଡ଼ିଛି। 

Advertisment
Bjp The Kerala Story Odisha