rayagada
Advertisment
ରାୟଗଡ଼ା: ଆସନ୍ତା କୁମ୍ଭ ସଂକ୍ରାନ୍ତିରେ ରାଜ୍ୟରେ ପ୍ରଥମ ଥର ପାଇଁ ଆୟୋଜନ ହେବ ନାଗାବଳୀ ଗୋ-ମହୋତ୍ସବ। ରାୟଗଡ଼ା ଜିଲ୍ଲାର କଲ୍ୟାଣପୁର ବ୍ଲକ୍ ଅନ୍ତର୍ଗତ ନାଗାବଳୀ ନଦୀ କୂଳରେ ଏହି ଗୋ-ମହୋତ୍ସବର ଆୟୋଜନ କରାଯାଉଛି। ଏଥିରେ ଦେଶର ଲକ୍ଷାଧିକ ଗୋ-ଭକ୍ତ, ଗୋ-ବୈଜ୍ଞାନିକମାନେ ସାମିଲ ହେବ। ଦେଶରେ ଦେଶୀ ଗାଈ କିପରି ରକ୍ଷା ପାଇବେ ଓ ପରିବେଶକୁ ରକ୍ଷା କରାଯାଇ ପାରିବ ଏହି ଗୋ ମହୋତ୍ସବର ମୂଳ ଲକ୍ଷ୍ୟ ବୋଲି ବୁଧବାର ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/02/gada.jpg)