Advertisment

ରାଜଧାନୀର ଛାତି ଉପରେ ଭୁଶୁଡିଲା ପାଚେରି

୨ ମାସ ନ ପୁରୁଣୁ ଏବେ ପାଚେରୀ ଭାଙ୍ଗିଛି। ରୂପାଲି ଛକରେ ରମାଦେବୀ ବିଶ୍ଵବିଦ୍ୟାଳୟର ପାଚେରି ଗଳି ପଡିଛି। ପ୍ରାୟ ୧୦୦ ଫୁଟ ଲମ୍ବର ତଥା ୧୨ ଫୁଟ ଉଚ୍ଚର ପାଚେରି ଭୁଶୁଡ଼ି ପଡ଼ିଛି। ଜନପଥ ପଟକୁ ରହିଥିବା ଏହି ପାଚେରି ଭୁଶୁଡ଼ି ବିଶ୍ୱବିଦ୍ୟାଳୟରେ ବଗିଚାରେ ପଡ଼ିଛି।

author-image
Manoj Swain
ଅଦ୍ୟତନ ହୋଇଛି

ଭୁଶୁଡ଼ିଲା ରମାଦେବୀ ବିଶ୍ଵବିଦ୍ୟାଳୟ ପାଚେରି। ୨ ମାସ ନ ପୁରୁଣୁ ଏବେ ପାଚେରୀ ଭାଙ୍ଗିଛି। ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଲକ୍ଷାଧିକ ଟଙ୍କାର ନବନିର୍ମିତ ପାଚେରି ଭୁଶୁଡ଼ି ପଡ଼ିଛି। ପ୍ରାୟ ୧୦୦ ଫୁଟ ଲମ୍ବର ପାଚେରି ଭୁଶୁଡ଼ି ପଡ଼ିଛି। 

Advertisment
Bhubaneswar Ramadevi Women's University