ରାଣୀ ନାଚିଲେ, ଭକ୍ତ ଦେଖିଲେ | Odisha Reporter
Advertisment
ରଙ୍ଗ ମଞ୍ଚର ସେହି ଝିଲମିଲ ଆଲୁଅ ଛାଡ଼ି ବଡ଼ଦାଣ୍ଡରେ ଭକ୍ତିଭାବରେ ଝୁମୁଛନ୍ତି ଅଭିନେତ୍ରୀ ରାଣୀ ପ୍ରିୟଦର୍ଶନୀ। ଶବରୀ ବେଶରେ ହାତରେ ଫଳ ପସରା ଧରି ଘଣ୍ଟ ଓ ମୃଦଙ୍ଗର ତାଳେ ତାଳେ ନୃତ୍ୟ କରୁଛନ୍ତି ରାଣୀ। ଆଜି କୌଣସି ଆଇଟମ ଗୀତ ନଥିଲା କିମ୍ବା ଆଧୁନିକ ଗୀତ ନଥିଲା, ହରେ କୃଷ୍ଣ ହରେ ରାମ, ରାମ ହରେ ହରେ। ତୁଣ୍ଡରେ ପ୍ରଭୁଙ୍କ ନାଁ ଧରି ଆଗକୁ ଆଗ ମାଡ଼ି ଚାଲିଥିଲେ ରାଣୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us