Advertisment

ମେଡ଼ିକାଲରେ ଦୁଷ୍କର୍ମ ଅଭିଯୋଗ

କଟକ ବଡ଼ ମେଡ଼ିକାଲରେ କାଜୁଆଲିଟିରେ କାର୍ଯ୍ୟରତ ଜଣେ ମହିଳା ସୁଇପରକୁ ଜଣେ ସୁପରଭାଇଜର ରୁମ୍ ସଫା କରିବା ବାହାନାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା। ଅଭିଯୁକ୍ତ ଫେରାର ଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ।

author-image
Debendra Prusty

କଟକ ବଡ଼ ମେଡ଼ିକାଲରେ କାଜୁଆଲିଟିରେ କାର୍ଯ୍ୟରତ ଜଣେ ମହିଳା ସୁଇପରକୁ ଜଣେ ସୁପରଭାଇଜର ରୁମ୍ ସଫା କରିବା ବାହାନାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା। ଅଭିଯୁକ୍ତ ଫେରାର ଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ। 

Advertisment
Odisha Crime Rape