ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲେ ରସୁଲପୁର ଯୁବ ବିଜେଡି ସଭାପତି

ଯାଜପୁର (ଗୁଲାମ ଗସ୍‌): ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ରସୁଲପୁର ବ୍ଲକ୍‌ ଯୁବ ବିଜେଡି ସଭାପତି ସୁବାସ ଖୁଣ୍ଟିଆଙ୍କୁ ପୁଲିସ୍‌ ଗିରଫ କରିଛି। ଫେବ୍ରୁଆରୀ ୨୩ ତାରିଖରେ ଜଣେ ୧୧ ବର୍ଷର ଝିଅକୁ କିଛି ଦୁର୍ବୃତ୍ତ ତାଙ୍କ ଗାଁ ନିକଟରୁ ଉଠାଇ ନେଇ କୋଳତଳ ସ୍ଥିତ ସୁବାସଙ୍କ ଘରେ ରଖିଥିଲେ। ସେଠାରେ ରାତିରେ ସୁବାସ ତାଙ୍କୁ ଦୁଷ୍କର୍ମ କରିଥିଲା। ତେବେ ୨୬ ତାରିଖରେ ନାବାଳିକା ଜଣଙ୍କ ସେଠାରୁ କୌଶଳକ୍ରମେ […]

arrest

arrest

Jyoshna Pradhan
  • Published: Sunday, 01 March 2020
  • Updated: 01 March 2020, 11:17 AM IST

Sports

Latest News

ଯାଜପୁର (ଗୁଲାମ ଗସ୍‌): ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ରସୁଲପୁର ବ୍ଲକ୍‌ ଯୁବ ବିଜେଡି ସଭାପତି ସୁବାସ ଖୁଣ୍ଟିଆଙ୍କୁ ପୁଲିସ୍‌ ଗିରଫ କରିଛି।

ଫେବ୍ରୁଆରୀ ୨୩ ତାରିଖରେ ଜଣେ ୧୧ ବର୍ଷର ଝିଅକୁ କିଛି ଦୁର୍ବୃତ୍ତ ତାଙ୍କ ଗାଁ ନିକଟରୁ ଉଠାଇ ନେଇ କୋଳତଳ ସ୍ଥିତ ସୁବାସଙ୍କ ଘରେ ରଖିଥିଲେ। ସେଠାରେ ରାତିରେ ସୁବାସ ତାଙ୍କୁ ଦୁଷ୍କର୍ମ କରିଥିଲା। ତେବେ ୨୬ ତାରିଖରେ ନାବାଳିକା ଜଣଙ୍କ ସେଠାରୁ କୌଶଳକ୍ରମେ ଖସି ଆସି ଘରେ ସବୁ କଥା କହିଥିଲା। ୨୮ ତାରିଖ ସନ୍ଧ୍ୟାରେ ତାଙ୍କ ବାପା କୁଆଖିଆ ଥାନାରେ ଏନେଇ ଅଭିଯୋଗ କରିଥିଲେ।

ଏହି ଘଟଣାରେ ପୁଲିସ୍‌ ଘର ମାଲିକ ତଥା ରସୁଲପୁର ଯୁବ ବିଜେଡି ସଭାପତି ସୁବାଷ ଖୁଣ୍ଟିଆକୁ ଥାନାକୁ ଆଣି ପଚରାଉଚରା କରିବା ସହିତ ଅଟକ ରଖିଥିଲା। ପୀଡ଼ିତା ଜଣଙ୍କ ପୁଲିସ ସମ୍ମୁଖରେ ସୁବାସଙ୍କୁ ଚିହ୍ନଟ କରିଥିଲେ। ଏହା ପରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଏଥିସହ ଯାଜପୁର ମେଡିକାଲରେ ତାଙ୍କର ଡାକ୍ତରୀ ମାଇନା କରିବା ପରେ କୋର୍ଟ ଚାଲାଣ କରାଯାଇଛି।

ଏନେଇ ଅଭିଯୁକ୍ତ ବିଜେଡି ନେତା ସୁବାସ ଖୁଣ୍ଟିଆ କହିଛନ୍ତି, “ଏହା ସଂପୂର୍ଣ୍ଣ ମିଥ୍ୟା। ଏହା ମନ ଗଢ଼ା କାହାଣୀ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story