ଭୁଶୁଡ଼ି ପଡିବ ରତ୍ନ ଭଣ୍ଡାର | Odisha Reporter
‘ଭୁଶୁଡ଼ି ପଡ଼ିବ ରତ୍ନ ଭଣ୍ଡାର’। ମହାପ୍ରଭୁଙ୍କ ରତ୍ନ ଉପରେ ଗଳୁଛି ପାଣି। ଖତ ଖାଉଛି ସୁନା, ମୁକୁଳା ପଡ଼ିଛନ୍ତି ଠାକୁର। ସୁନା ଥାଇ କାହିଁକି ହେଉନି ଏକାଧିକ ସେଟ୍। ଜଗୁନି ଦେଲେ ଚାଞ୍ଚଲ୍ୟକର ବୟାନ। ରତ୍ନ ଭଣ୍ଡାର ଖୋଲି ନପାରିବା ଲଜ୍ୟାଜନକ ଘଟଣା। କହିଲେ ସହିବେନି ଠାକୁର, ସରକାରଙ୍କ ଅମଙ୍ଗଳ ଘଟିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
