ରାଉଲକେଲା: ବିପୁଳ ପରିମାଣରେ ବିସ୍ଫୋରକ ଜବତ, ଜଣେ ଗିରଫ

ରାଉଲକେଲା: ରାଉଲକେଲାରେ ବୁଧବାର ଜବତ କରାଯାଇଛି ବିପୁଳ ପରିମାଣରେ ବିସ୍ଫୋରକ। ଏଥି ମଧ୍ୟରେ ରହିଛି ୫୧ କେଜି ଜିଲେଟିନ୍ ଓ ୮ଟି ଡିଟୋନେଟର। ଏହି ଘଟଣାରେ ରଘୁନାଥପାଲୀ ପୁଲିସ ଜଣଙ୍କୁ ଗିରଫ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।