ଓଡ଼ିଶା news ରାଉଲକେଲା: ବିପୁଳ ପରିମାଣରେ ବିସ୍ଫୋରକ ଜବତ, ଜଣେ ଗିରଫ ରାଉଲକେଲା: ରାଉଲକେଲାରେ ବୁଧବାର ଜବତ କରାଯାଇଛି ବିପୁଳ ପରିମାଣରେ ବିସ୍ଫୋରକ। ଏଥି ମଧ୍ୟରେ ରହିଛି ୫୧ କେଜି ଜିଲେଟିନ୍ ଓ ୮ଟି ଡିଟୋନେଟର। ଏହି ଘଟଣାରେ ରଘୁନାଥପାଲୀ ପୁଲିସ ଜଣଙ୍କୁ ଗିରଫ କରିଛି। Rakesh Mallick 20 May 2015 08:47 IST explosiveରାଉଲକେଲା: ରାଉଲକେଲାରେ ବୁଧବାର ଜବତ କରାଯାଇଛି ବିପୁଳ ପରିମାଣରେ ବିସ୍ଫୋରକ। ଏଥି ମଧ୍ୟରେ ରହିଛି ୫୧ କେଜି ଜିଲେଟିନ୍ ଓ ୮ଟି ଡିଟୋନେଟର। ଏହି ଘଟଣାରେ ରଘୁନାଥପାଲୀ ପୁଲିସ ଜଣଙ୍କୁ ଗିରଫ କରିଛି।Advertisment Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ