Advertisment

ରାଉଲକେଲା: ବିପୁଳ ପରିମାଣରେ ବିସ୍ଫୋରକ ଜବତ, ଜଣେ ଗିରଫ

ରାଉଲକେଲା: ରାଉଲକେଲାରେ ବୁଧବାର ଜବତ କରାଯାଇଛି ବିପୁଳ ପରିମାଣରେ ବିସ୍ଫୋରକ। ଏଥି ମଧ୍ୟରେ ରହିଛି ୫୧ କେଜି ଜିଲେଟିନ୍ ଓ ୮ଟି ଡିଟୋନେଟର। ଏହି ଘଟଣାରେ ରଘୁନାଥପାଲୀ ପୁଲିସ ଜଣଙ୍କୁ ଗିରଫ କରିଛି।

explosive

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe