Advertisment

ରାଉରକେଲା: ସଡ଼କ ଦୁର୍ଘଟଣାରେ ୩ ଯୁବକ ମୃତ

ରାଉରକେଲା: ଗତକାଲି ବିଳମ୍ବିତ ରାତିରେ ରାଉରକେଲା ରିଂ ରୋଡ୍‌ରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଯୁବକମାନେ ବିବାହ ଭୋଜି ଖାଇ ଏକ ବାଇକ୍‌ରେ ଦେଓଗାଁରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ମୃତକମାନେ ହେଲେ ରାଉରକେଲା ସେକ୍ଟର ୨୦ର ମଣ୍ଟୁ ବଡ଼ାଇ, ଲଠିକଟାର ସଞ୍ଜୟ ବଡ଼ାଇ ଓ ବିଶ୍ରା ଅଞ୍ଚଳର ଅଶୋକ ବଡ଼ାଇ।

ରାଉରକେଲା: ସଡ଼କ ଦୁର୍ଘଟଣାରେ ୩ ଯୁବକ ମୃତ

accident

Advertisment

ରାଉରକେଲା: ଗତକାଲି ବିଳମ୍ବିତ ରାତିରେ ରାଉରକେଲା ରିଂ ରୋଡ୍‌ରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଯୁବକମାନେ ବିବାହ ଭୋଜି ଖାଇ ଏକ ବାଇକ୍‌ରେ ଦେଓଗାଁରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ମୃତକମାନେ ହେଲେ ରାଉରକେଲା ସେକ୍ଟର ୨୦ର ମଣ୍ଟୁ ବଡ଼ାଇ, ଲଠିକଟାର ସଞ୍ଜୟ ବଡ଼ାଇ ଓ ବିଶ୍ରା ଅଞ୍ଚଳର ଅଶୋକ ବଡ଼ାଇ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe