Advertisment

ମିଳିଲା ଅବାଟରେ ଯିବାର ଫଳ; ୧୦ ବର୍ଷ ଜେଲ୍‌ରେ ସନ୍ତୁଳି ହେବ ମାଓବାଦୀ ସନ୍ତୁ

[vc_row][vc_column][vc_video link=": ରାୟଗଡ଼ାରେ ହାର୍ଡକୋର ମାଓବାଦୀକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ। ମାଓବାଦୀ ଗେମ୍ବାଲୀ ଚିନାରାଓ ଓରଫ ସନ୍ତୁକୁ ଜେଲ୍ ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି ଜିଲ୍ଲା ଦୌରା ଜଜ୍।

୨୦୧୩ ମସିହାରେ ଫୁଲକଣା ଜଙ୍ଗଲରୁ ସନ୍ତୁକୁ ଗିରଫ କରାଯାଇଥିଲା। ତା’ ଠାରୁ ପିସ୍ତଲ, ଗୁଳି, ଜିଲେଟିନ୍, ଡିଟୋନେଟର୍ ପରି ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା

ଅାଜି ୭ଜଣ ସାକ୍ଷୀଙ୍କ ବୟାନ ଭିତ୍ତିରେ ଜିଲ୍ଲା ଦୌରା ଜଜ୍ ସନ୍ତୁକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସନ୍ତୁ ନାଁରେ ଅାନ୍ଧ୍ରପ୍ରଦେଶର ବିଭିନ୍ନ ଥାନାରେ ମାମଲା ରହିଛି। ଅାନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ତାକୁ ଧରାଇ ଦେବା ପାଇଁ ୪ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା।

[/vc_column_text][/vc_column][/vc_row]

author-image
Ordigital Desk